huatong
huatong
ananya-nanda-tipi-tipi-barsha-topa---from-agastya-cover-image

Tipi Tipi Barsha Topa - From "Agastya"

Ananya Nandahuatong
justagamehuatong
الكلمات
التسجيلات
ଛୋଟ ଛୋଟ ଏଇ ମନ ତଳେ ମୋର

ଏତେ ଆଶା ଦେଲା କିଏରେ?

ହାଏରେ, ହାଏରେ

ହାଏରେ, ହାଏରେ

ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ

ଦୂରେ ଦୂରେ ବହୁଦୂରେ ମୁଁ ଆଜି ଉଡ଼ି ଯାଏରେ

ହାଏରେ, ହାଏରେ

ହାଏରେ, ହାଏରେ

ଛୋଟ ଛୋଟ ଏଇ ମନ ତଳେ ମୋର

ଏତେ ଆଶା ଦେଲା କିଏରେ?

ହାଏରେ, ହାଏରେ

ହାଏରେ, ହାଏରେ

ଟିକି ଟିକି ବଉଳ ପେନ୍ଥାରେ ଏତେ ବାସ୍ନା ଦେଲା କିଏରେ?

ହାଏରେ, ହାଏରେ

ହାଏରେ, ହାଏରେ

ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ

ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ

ଦୂରେ ଦୂରେ ବହୁଦୂରେ ମୁଁ ଆଜି ଉଡ଼ି ଯାଏରେ

ହାଏରେ, ହାଏରେ

ହାଏରେ, ହାଏରେ

ହାଏରେ, ହାଏରେ

ପାଗଟା ଥିଲା ତୁଷାର ଏତେ

କିଏ ଢ଼ାଳିଲା ଅଳତା ସତେ?

ପବନ ହେଲା ଫୁଲେଇ ଏତେ

ଚଇତି ଛୁଆଁ ଲାଗିଲା ମୋତେ

ଶାମୁକାର ଛାତିରେ ରଖିଲା କେ' ମୋତିରେ?

ଶାମୁକାର ଛାତିରେ ରଖିଲା କେ' ମୋତିରେ?

ଧୀରେ ଧୀରେ, ଧୀରେ ଧୀରେ ମୁଁ ଆଜି ନାଚି ଯାଏରେ

ହାଏରେ, ହାଏରେ

ହାଏ ହାଏ, ହାଏରେ

ହାଏରେ, ହାଏରେ

ହାଏରେ, ହାଏରେ

ଆକାଶ ଥିଲା ଅନ୍ଧାର ଏତେ

କିଏ ଛାଟିଲା ଅବିର ସତେ?

ସପନ ହେଲା ସୁନେଲି ଏତେ

ସତ ଲାଗିଲା ସକାଳେ ମୋତେ

ଝରଣାର ପାଦରେ ପାଉଁଜି କେ' ଦେଲାରେ?

ଝରଣାର ପାଦରେ ପାଉଁଜି କେ' ଦେଲାରେ?

ଝରା ଝର, ଝରାଝର ମୁଁ ଆଜି ଝରି ଯାଏରେ

ହାଏରେ, ହାଏରେ

ହାଏ ହାଏ, ହାଏରେ

ହାଏରେ, ହାଏରେ

ହାଏରେ ହାଏ, ହାଏରେ

ଟିପି ଟିପି ଏଇ ବରଷା ଟୋପାରେ

ଏତେ ତୃଷ୍ଣା ଦେଲା କିଏରେ?

ହାଏରେ, ହାଏରେ

ହାଏରେ, ହାଏରେ

المزيد من Ananya Nanda

عرض الجميعlogo