huatong
huatong
avatar

Aa Lagei De Daga

Babushan/Diptirekhahuatong
ASHIS🎻OSSV🎻🌹SS🌹2huatong
الكلمات
التسجيلات
Sing n Enjoy

?ଆ ଲଗେଇ ଦେ ଲଗେଇ ଦେ ଦାଗ ?

?

M?Ooooooooooo......

ତତେ ପ୍ରେମ ରୋଗ ମୋତେ ପ୍ରେମ ରୋଗ

F? ୟା ଠାରୁ ନାହିଁ ଆଉ ବଡ ଭାଗ୍ୟ

M?ଏଇ Romantic Romantic ପାଗ

ଆ ଲଗେଇ ଦେ ଲଗେଇ ଦେ ଦାଗ

F? ଆ ଲଗେଇ ଦେ ଲଗେଇ ଦେ ଦାଗ

M?ଆ ଲଗେଇ ଦେ ଲଗେଇ ଦେ ଦାଗ

F? ଆ ଲଗେଇ ଦେ ଲଗେଇ ଦେ ଦାଗ

?

Ooooooooooo.....

M? ତୋ ଆଖି ମୋ ଆଖି

ମିଶିଗଲେ ଯାଏ ଲାଖି

କିଛି କିଛି ହେଇଯାଏ ଛାତିରେ

F? ତୋ ମନ ମୋ ମନ

ନିଶା ନିଶା ସାରା ଦିନ

ତୋ ସ୍ବପ୍ନ ମୋ ଆଖିରେ ସବୁ ରାତିରେ

M?ତତେ ନାହିଁ ନିଦ ମୋତେ ନାହିଁ ନିଦ

ବୟସ ପାଇଁ ତ ଏ ବଡ ବିପଦ

ଏଇ romantic romantic ପାଗ

ଆ ଲଗେଇ ଦେ ଲଗେଇ ଦେ ଦାଗ (2)

F? ଆ ଲଗେଇ ଦେ ଲଗେଇ ଦେ ଦାଗ (2)

?

?

?

?

ROOM ID :112713(SS)

F?ତୁ ଅଛୁ ମୁଁ ଅଛି

ଲାଗେ ଅଛି ସବୁକିଛି

ମିଠା ମିଠା ଭାରି ମିଠା ଲାଗେ ଜୀବନ

M?ତତେ ଯେବେ ଦେଖେ ନାହିଁ

ଲାଗେ ନାହିଁ ନିଜ ଛାଇ

ତୁ ଥିଲେ ଦିନରେ ବି ଦିଶେ ସପନ

F?ତୋର ଯୋଉ ବାଟ ମୋର ସେଇ ବାଟ

ଯୁଆଡକୁ ଗଲେ ହେଇଯାଏ ଭେଟ

ଏଇ Romantic Romantic ପାଗ

ଆ ଲଗେଇ ଦେ ଲଗେଇ ଦେ ଦାଗ (2)

M?ଆ ଲଗେଇ ଦେ ଲଗେଇ ଦେ ଦାଗ (2)

THANK U.........

المزيد من Babushan/Diptirekha

عرض الجميعlogo