huatong
huatong
babushantapu-mishra-143-i-love-you-cover-image

143 I Love You

Babushan/Tapu Mishrahuatong
saw56shuatong
الكلمات
التسجيلات
दीवाना ହେଲି ତୋ ପାଇଁ

ପାଗଳ ହେଲି ତୋ ପାଇଁ

ଜାଣୁ ଏ ସାରା ଦୁନିଆଁ, ତୁ ଏକା ମୋରି ପାଇଁ

ଏ ମନ ଖାଲି ତୋ ପାଇଁ

ଏ ପ୍ରେମ ଖାଲି ତୋ ପାଇଁ

ଜାଣୁ ଏ ସାରା ଦୁନିଆଁ, ତୁ ଏକା ମୋରି ପାଇଁ

ଏଇ ଆଖି ଆଖିରେ କହିଦେଲୁ

ତୁ ମତେ ଭଲପାଉ

ଯାହା କାଲି ତୁ ମତେ କହି ସାରିଛୁ

କହୁଛି ଆଜି ମୁଁ

143, I love you, I love you, I love you

I love you

143, I love you, I love you, I love you

I love you

ତୋ ସାଥେ ଦିନେ ହବ ଦେଖା

ଏ ମନ କହୁଥିଲା

ସେଇ ମନ ପୁଣି ହବ ଚୋରି

କିଏ ସେ ଜାଣିଥିଲା

ରାତି, ଦିନ କାଇଁ ତତେ ଖାଲି

ଏ ଆଖି ଖୋଜୁଥିଲା?

ଲାଗୁଥିଲା ପ୍ରେମ ହେଇଯିବ

ସତରେ ହେଇଗଲା

ମୁଁ ମନ ଦେଇଛି, ଦେଇ ସାରିଛି

ତତେ ଚାହୁଁ-ଚାହୁଁ

ଭଲ ପାଉଛି ତତେ, କାହିଁକି ଏତେ

ଜାଣି ପାରୁନି ମୁଁ

143, I love you, I love you, I love you

I love you

143, I love you, I love you, I love you

I love you

ସପନ ଦେଖୁନି ଆଉ ଜମା

ଦେଖୁଛି ତତେ ଖାଲି

ଲାଗେ ଟିକେ-ଟିକେ ଭଲ ଏବେ

ପ୍ରଥମ ପ୍ରେମ ବୋଲି

ଯେବେଠୁ ଜୀବନେ ଆସି ମୋର

ସାଜିଲୁ ତୁ ନିଜର

ତତେ ଛାଡ଼ି ଆଉ କେଉଁଆଡେ

ଫେରୁନି ମୋ ନଜର

ମୁଁ ଦେଇଛି ମନ, ଦେବି ଜୀବନ

ମାଗିଲେ ମତେ ତୁ

ତୁ ନାହୁଁ ଯଉଠି, ସତ କହୁଛି

ନାହିଁ ଫେରିଛି ମୁଁ

One, Four, Three

143, I love you, I love you, I love you

I love you

ଲା-ଲା-ଲା, 143, I love you, I love you, I love you

I love you

143, I love you, I love you, I love you

I love you

ଲା-ଲା-ଲା, 143, I love you, I love you, I love you

I love you

المزيد من Babushan/Tapu Mishra

عرض الجميعlogo

قد يعجبك