logo

Mushkil Hai Jeena

logo
الكلمات
:-ଓଠ ତୋର ମଧୁଶାଳା

ମିଠାମିଠା ମହୁଝରା

ମହୁବିନା ପ୍ରଜାପତି ରହି ପାରେନା

ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ଆଖି ତୋର ସ୍ବପ୍ନ ଝରା

ଟୋପା ଟୋପା ଜହ୍ନ ତାରା

ଜହ୍ନ ବିନା ରାତି ଯମା ସୋଇପାରେନା

ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

Song requested by

NILU BHAI

&

‌ ‌ ‌ ‌ ‌ ‌ ।

HBH

:-ଆ ଆ ଆ

:-ପ୍ରଥମ ଦେଖାରୁ ତୁ

ଯୁଆଡେ ଯାଉଛି ମୁଁ

ରେଶମୀ ସୂତାରେ ମତେ ଧୀରେଧୀରେ

ପାଖକୁ ଟାଣୁଛୁ ତୁ

:-ପ୍ରଥମ ଚିହ୍ନାରୁ ତୁ

ଆନମନା ଭାରି ମୁଁ

ଅଜଣାରେ କେବେ ଆସିଯାଉ ଯେବେ

ଚମକି ପଡୁଛି ମୁଁ

:-ଚାହାଣୀରେ ହୀରମୋତି

ଚାହିଁ ଚାହିଁ ସରେ ରାତି

ମୋତି ବିନା ଶାମୁକା ତ ରହିପାରେନା

ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ହୋ ହୋ ହୋ

:-ପ୍ରଥମ ଛୁଆଁରୁ ତୁ

ପ୍ରେମରେ ଭିଜୁଛିି ମୁଁ

ସଞ୍ଜକି ସକାଳ ଭାବନାରେ ତୋର

ବତୁରି ଯାଉଛି ମୁଁ

:-ନିଜର ଲାଗୁଛୁ ତୁ

ନିଶ୍ୱାସରେ ଅଛୁ ତୁ

ତୋରି ଭିତରେ ତୋ ଚାରିପାଖରେ

ଅଟକି ଯାଉଛି ମୁଁ

:-ପ୍ରେମ ତୋର ଛିଟାଛିଟା

ଲାଗେ ଭାରି ମିଠାମିଠା

ପ୍ରେମ ବିନା ପୃଥିବାଟା ରହିପାରେନା

ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

:-ମୁସ୍କିଲ ହୈ ଜିନା ତେରେ ବିନା ମୁସ୍କିଲ ହୈ ଜିନା (୨)

ଧନ୍ୟବାଦ

I hope enjoy this romantic song

Mushkil Hai Jeena لـ Babushan - الكلمات والمقاطع