huatong
huatong
avatar

Aa suna gharu bahariaa(smblpuri Melody song)

Krishna jeenahuatong
scw796huatong
الكلمات
التسجيلات
ସମ୍ବଲପୁରୀ hits

ଆ ସୁନା ଘରୁ ବାହାରି ଆ

Track-bibhu bhai

Lerys---gobinda ଭାଇ

Krishu..😋😋

Krishna jeena

Presents

ତୋର ଵାର୍ ଦୁଆରେ ନଚୁଚେ ତୋର ସୁନ୍ଦ୍ରା ବାଉରା (୨

ଆ ସୁନା ଘରୁ ବାହାରି ଆ

ଆ ସୁନା ଘରୁ ବାହାରି ଆ ରେ ଆ ସୁନା ଘରୁ ବାହାରି ଆ

ତତେ ଟିକେ ଦେଖ୍ଲେ ସତେ, କେତେ ଭଲ ଲଗବା ମତେ(୨

ମନ୍ ହେଇଛେ ଛନ୍ ଛନିଆ,,

ଆ ସୁନା ଘରୁ ବାହାରି ଆ

ଆ ସୁନା ଘରୁ ବାହାରି ଆ ରେ ଆ ସୁନା ଘରୁ ବାହାରି ଆ

Doli ସଜାକେ ରଖ୍ନା ମେହେନ୍ଦି ଲଗାକେ rakhnaa (୨

ତୁଇ ହେବୁ ମୋର୍ ଧନ ରେ ସୁନା କନିଆ,,,,,,,

ଆ ସୁନା ଘରୁ ବାହାରି ଆ

ଆ ସୁନା ଘରୁ ବାହାରି ଆ ରେ

ଆ ସୁନା ଘରୁ ବାହାରି ଆ

ହେ ଧନ୍ ଦୌଲଟ ନାଇ ମାଗେ ତତେ

ଦେଖିଲେ ଉସତ୍ ହେଇ ଜୀମି

ତୁଇ ଦେଖୁଥିଲେ ତୁଇ ହସୁଥିଲେ

ଉତ୍କି ଉତ୍କୀ ନଚୁଥିମି

ଘମଣ୍ଡି ଗୁମନି ଯଦି ଆଉ ତୁଇ

ଜିଦ୍ଦି naahi ଘରର ଝିଅ

ମୁଇ ବ ଜିବନ୍ ଥି କେବେ ହାରି ନାହି

ଜିଦ୍ଦୀ ବାଲା ଘରର ପୁ ଅ

କେତେ ଜୋର୍ ମୋତେ tadpauchu ଲୋ

ଘରେ କେନ୍ତା ଦମ୍ ଧରି ଅଛୁ

କାନ୍ଦ୍ରି ନନି ନରମ୍ ଦିଲ୍ ୱାଲି ମୋର୍

କେଂତା ଏନ୍ତି ଲୁକି ଯାଇଛୁ

ତୋର ମଉକା dubara ନାଇ ମିଲେ ଗୁରିଆ

ଆ ସୁନା ଘରୁ ବାହାରି ଆ

ଆ ସୁନା ଘରୁ ବାହାରି ଆ ରେ

ଆ ସୁନା ଘରୁ ବାହାରି ଆ(୨

ଏ ସବୁ ପିଲାମାନଙ୍କର girlfriend ଅଛି ଲୋ

ଖାଲି ମୋର ସନମ୍ ତୁଇ ନାଇନ

ଉଦାସ୍ ମନେ ବି ଏକ୍ଲା ନଛୁଚେଁ

ଅଧୁରା ଅଧୁରା ଲଗ୍ ଲାନ

ଗୁଟେ ଫାଲ୍ ଘର ତ gute ଫାଲ ଲୋଭର ତ

କହାକେ ଚୁନୁଚୁ ଯେ କହ

ଇଟା ପ୍ରେମ ପରୀକ୍ଷା କରିଦେ phaisla

ଘମଣ୍ଡେ ଚୁପ୍ ଚାପ ନାଇ ରହ

ତୋର ଦିୱାନା ଆକୁଲେ ଡାକୁ ଚେ ଲୋ

ସାହେବା ତୋର ମାଜ୍ବୁରି ଛା ଡି ଦେ

ଆରୁ ଦିନେ ଖବର ପଠେଇ ଦେ ଲୋ

ନେଇ ହେଲେ ପୁରା breakup କରିଦେ

ତୁଇ ନେଇ ଆଇଲେ ଜିନ୍ଦେଗି ଭର୍ କୋଥା ନେଇ ହେବୁ ଜା

ତୋର ଠା ନୁ ମୁଁ ଯାଉଚ୍ଛେ ଦୂରିଆ

ତୋର ଠା ନୁ ମୁଁ ଯାଉଚ୍ଛେ ଦୂରିଆre

ତୋର ଠା ନୁ ମୁଁ ଯାଉଚ୍ଛେ ଦୂରିଆ(2)

المزيد من Krishna jeena

عرض الجميعlogo