ପୁ: ହୋ...ଓ....ଓ...
ଝି: ଉଁ.....ଉଁ....ଉଁ...
ପୁ: ଆ....ଆ...ଆ...
ଝି: ଉଁ...ଉଁ...ଉଁ...ଉଁ...ଉଁ...ଉଁ
ପୁ: ଆ...ବର୍ଷା ଆ...
ପ୍ରିୟାକୁ ଭିଜେଇ ଦେଇ ଯା..
ଆ...ବର୍ଷା ଆ...
ପ୍ରିୟାକୁ ଭିଜେଇ ଦେଇ ଯା..
ଝି: ନାନାନା..ନାନାନା..ନାନା..ନା
ନାନାନା..ନାନାନା..ନାନା..ନା..
ଝି: ନା...ବର୍ଷା ନା...
ତୁ ଆଜି ବରଷି ଯାଆନା..
ପ୍ରିୟାର ଦୁଷ୍ଟାମି କଥା
ତୁ କି ଜାଣୁନା...
ପ୍ରିୟାର ଦୁଷ୍ଟାମି କଥା
ତୁ କି ଜାଣୁନା...
ପୁ: ଆ...ବର୍ଷା ଆ...
ପ୍ରିୟାକୁ ଭିଜେଇ ଦେଇ ଯା..
ଝି: ନା...ବର୍ଷା ନା...
ତୁ ଆଜି ବରଷି ଯାଆନା..
ପୁ: ଭିଜା ଭିଜା ପ୍ରିୟା ଲାଗେ
ଭାରି ମନ ଛୁଆଁ..
ଝି: ଜାଣିଛି ରେ ଜାଣିଛି ମୁଁ
ସବୁ ଦେଖାଣିଆ
ପୁ: ଭିଜିଥିଲେ ପ୍ରିୟା ମୋର
ଭାରି ଖୋଜେ ମତେ
ଝି.ଭୁଲି ମୁଁ ଯିବିନି କଲେ
ବାହାନା ତୁ ଯେତେ..
ପୁ: ହୋ..ଭିଜା ଭିଜା ପ୍ରିୟା ଲାଗେ
ଭାରି ମନ ଛୁଆଁ..
ଝି: ଜାଣିଛି ରେ ଜାଣିଛି ମୁଁ
ସବୁ ଦେଖାଣିଆ
ପୁ: ଭିଜିଥିଲେ ପ୍ରିୟା ମୋର
ଭାରି ଖୋଜେ ମତେ
ଝି.ଭୁଲି ମୁଁ ଯିବିନି କଲେ
ବାହାନା ତୁ ଯେତେ..
ପୁ: ଆ..ବର୍ଷା ଆ...
ପ୍ରିୟାକୁ ବୁଝେଇ ଦେଇଯା
ଆ..ବର୍ଷା ଆ...
ପ୍ରିୟାକୁ ବୁଝେଇ ଦେଇଯା
ଝି: ନାନାନା..ନାନାନା..ନାନା..ନା
ନାନାନା..ନାନାନା..ନାନା..ନା..
ଝି: ନା...ବର୍ଷା ନା...
ତୁ ପାଖକୁ ଆ..ନା..
ବିଜୁଳି ରୋଷଣୀ ନେଇ
ଫେରି ଯା ଫେରି ଯା..
ବିଜୁଳି ରୋଷଣୀ ନେଇ
ଫେରି ଯା ଫେରି ଯା..
ପୁ: ଆ...ବର୍ଷା ଆ...
ପ୍ରିୟାକୁ ଭିଜେଇ ଦେଇ ଯା..
ଝି: ନା...ବର୍ଷା ନା...
ତୁ ଆଜି ବରଷି ଯାଆନା..
ପୁ: ପ୍ରେମ ଭିଜା ମନ ଖୋଜେ
ବର୍ଷା ଭିଜା ପ୍ରିୟା
ଝି: ଛାତିରେ ଅଜଣା ଡର
ପ୍ରେମ ନୂଆ ନୂଆ...
ପୁ: ଉଁ...ବୟସ ଡାକୁଛି ହେଲେ
ଅବୁଝା ମୋ ପ୍ରିୟା
ଝି. ଅଜଣା ଦୁଷ୍ଟାମୀ ଦେହେ
ଲଗାଇଦେ ନିଆଁ....
ପୁ: ହୋ..ପ୍ରେମ ଭିଜା ମନ ଖୋଜେ
ବର୍ଷା ଭିଜା ପ୍ରିୟା
ଝି: ଛାତିରେ ଅଜଣା ଡର
ପ୍ରେମ ନୂଆ ନୂଆ...
ପୁ: ବୟସ ଡାକୁଛି ହେଲେ
ଅବୁଝା ମୋ ପ୍ରିୟା
ଝି. ଅଜଣା ଦୁଷ୍ଟାମୀ ଦେହେ
ଲଗାଇଦେ ନିଆଁ....
ପୁ: ଆ...ବର୍ଷା ଆ...
ପ୍ରିୟାକୁ ଭିଜେଇ ଦେଇ ଯା..
ଆ...ବର୍ଷା ଆ...
ପ୍ରିୟାକୁ ବୁଝେଇ ଦେଇ ଯା..
ଝି: ଆ..ଆ...ଆ..ଆ..
ଆ..ଆ...ଆ..ଆ..ଆ
ଆ...ବର୍ଷା ଆ...
ବର୍ଷା ଆରେ ବର୍ଷା..ଆ...
ପ୍ରିୟ ସାଥେ ଆସି ମତେ
ଭିଜେଇ ଦେଇ ଯା
ପ୍ରିୟ ସାଥେ ଆସି ମତେ
ଭିଜେଇ ଦେଇ ଯା
ପୁ: ଆ...ବର୍ଷା ଆ...
ପ୍ରିୟାକୁ ଭିଜେଇ ଦେଇ ଯା..
ଝି: ଆ...ବର୍ଷା ଆ...
ମତେ ଭିଜେଇ ଦେଇ ଯା..
ପୁ: ଆ...ବର୍ଷା ଆ...
ପ୍ରିୟାକୁ...........
ଝି: ଭିଜେଇ ଦେଇ ଯା..