huatong
huatong
mantu-churia-pinjiri-pinja-cover-image

PINJIRI PINJA

Mantu Churiahuatong
mladamamahuatong
الكلمات
التسجيلات
ପୁ-ଗାଁ ଯାତରା ରେ ଯୋଉଦିନ କିଣି ଦେଲୁ ଲୋ

ଗାଁ ଯାତରା ରେ ଯୋଉଦିନ କିଣିଦେଲୁ ଲୋ

ମଟର ଭଜା

ଛାତି ମୋର ହେଇଗଲା ଲୋ ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ଲୋ ପିଞ୍ଜିରି ପିଞ୍ଜା

ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ଲୋ ପିଞ୍ଜିରି ପିଞ୍ଜା

ଝି-ଗାଁ ମେଲଣ ରେ ଯୋଉଦିନ କିଣି ଦେଲୁରେ

ରିବନ ଫିତା ଆ.....

ଛାତି ମୋର ହେଇଗଲା ରେ ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ରେ

ପିଞ୍ଜିରି ପିଞ୍ଜା ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ରେ ପିଞ୍ଜିରି ପିଞ୍ଜା

ଝି-ନା ନା ନା ନା, ନା ନା ନା ନା,

ନା ନା ନା ନା ନା ନା ନା ର ନା

ପୁ-ଆର ବରଷ ଯିବା ଲୋ ଆମେ ଆଦିବାସୀ ମେଳା

ରଘୁରାଜପୁର ଦେଖ‌ିବା ଯାଇ ପଟଚିତ୍ର କଳା

ଗଞ୍ଜାମ ତତେ ବୁଲେଇ ନେବି,ଦେଖୁବୁ ଦଣ୍ଡନାଟ

କିଣିଦେବି ଲୋ ତତେ ମୋ ଧନ ସମ୍ବଲପୁରି ପାଟ

ଝି-ଏ ଧନୁଯାତ୍ରା କୁ ନବୁରେ ମୋତେ ଯିବାରେ ବରଗଡ

ପ୍ରେମରେ ଆମ ନାହିଁ ତ ଜମା ଟିକିଏ ଗଡବଡ

ବାରିପଦା ରେ ଖାଇବା ଆମେ ସୁଆଦି ମୁଢି ମାଂସ

ଭିତରକନିକା ଯାଇ ଦେଖ‌ିବା ଆମେ କୁମ୍ଭୀର ଚାଷ

ପୁ-ମୋ ହାର୍ଟ ରେ ଯୋଉଦିନ ବଜେଇ ଦେଲୁରେ...

ପ୍ରେମର ବାଜା ବା.... ଜା

ଛାତି ମୋର ହେଇଗଲା ଲୋ ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ଲୋ

ପିଞ୍ଜିରି ପିଞ୍ଜା ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ଲୋ ପି...ଞ୍ଜି..ରି ପିଞ୍ଜା

ପୁ-ନା ନା ନା ନା ନା ନା ନା

ନା ନା ନା ନା ନା ନା ନା ନା ନା ନା ନା ନା

ଝି-ଡୁଡୁମା ଜଳ ପ୍ରପାତ ଦେଖୀ

ଯିବାରେ କୋରାପୁଟ

ପ୍ଲପ୍ସ କରିବା ବୁଲିବା ଆମେ

ଉଠେଇ ବାରେ ଫୋଟୋ

ହିରୋ ଖଣ୍ଡେ ତୁ ଜାଣିଗଲି

ଆରେ ସୁନା ଧନ

ଡେରି ନ କରି ଡାକିଦେ ଥରେ

ଉଛନ ହେଲାଣି ମନ

ପୁ-ହାଏ ହାଏ ହାଏ ରେ ଓଡିଶା ସାରା ମିଳିବ ନାହିଁ

ଆମ ପରି ଯୋଡି

ଶୁଖୁଆ ଆଉ ପଖାଳ ପରି

ଚାଲିବ ଆମ ଗାଡି

ସବୁଠୁ ବେଶୀ ଭିୟୁଜ ମିଳୁଛି

ଭିଡିଓ କଲେ ମିଶି

ହସିଦେଲେ ତୁ ମନ ଟା ମୋର

ଯାଉଛି ପୁରା ଭାସି ଲୋ

ଝି-ଗାଁ ବଜାର ରେ ଯୋଉଦିନ କିଣିଦେଲୁ ରେ

ରଙ୍ଗିନୀ ଛତା.......

ଛାତି ମୋର ହରିଗଲା ରେ ପିଞ୍ଜିରି ପିଞ୍ଜା

ଛାତି ମୋର ହେଇଗଲା ରେ

ପିଞ୍ଜିରି ପିଞ୍ଜା ପିଞ୍ଜିରି ପିଞ୍ଜା

ପୁ-ଛାତି ମୋର ହେଇଗଲା ଲୋ

ପିଞ୍ଜିରି ପିଞ୍ଜିରୀ ପିଞ୍ଜା

المزيد من Mantu Churia

عرض الجميعlogo