huatong
huatong
odia-bhajan-track-chausathi-kalare-mo-nanada-bola-odia-bhajan-hq-clean-track-by-jagannath-premi-cover-image

CHAUSATHI KALARE MO NANADA BOLA ODIA BHAJAN HQ CLEAN TRACK BY JAGANNATH PREMI

Odia bhajan trackhuatong
LB🎵MUSICAL🎶🎸ODIAhuatong
الكلمات
التسجيلات

ସଜନୀ ପାହାନ୍ତି ସପନେ ଦେଖିଲି

ତାର ଦେହ ଗୋଟା ପଣେ କଳା

ତାର ଗଳାରେ ବଉଳ ମାଳା

~~~~~~~~~~~~~~~~

ସଜନୀ ପାହାନ୍ତି ସପନେ ଦେଖିଲି

ତାର ଦେହ ଗୋଟା ପଣେ କଳା

ତାର ଗଳାରେ ବଉଳ ମାଳା

ନୀତି ମୋ ସାଥେ କରୁଛି ଲୀଳା

ଚଉଷଠି କଳାରେ ସେ ମୋ ନନ୍ଦବଳା

ଚଉଷଠି କଳାରେ ସେ ମୋ ନନ୍ଦବଳା

ସଜନୀ ପାହାନ୍ତି ସପନେ ଦେଖିଲି

ତାର ଦେହ ଗୋଟା ପଣେ କଳା

ତାର ଗଳାରେ ବଉଳ ମାଳା

JAGANNATH PREMI

ROOM ID-171653

TIME :-7:00PM-8:30PM

କେବେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛି

କେବେ ପାହୁଣ୍ଡ ପକେଇ ଧାଉଁଛି

କେବେ ଦହି ହାଣ୍ଡି ଭାଙ୍ଗି ଦଉଛି

ପୁଣି ଗାଈ ଗୋଠ ଧରି ଆସୁଛି

କେବେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛି

କେବେ ପାହୁଣ୍ଡ ପକେଇ ଧାଉଁଛି

କେବେ ଦହି ହାଣ୍ଡି ଭାଙ୍ଗି ଦଉଛି

ପୁଣି ଗାଈ ଗୋଠ ଧରି ଆସୁଛି

ତାର ବଇଁଶୀ ରେ ନାଚେ ଧରା

ଚଉଷଠି କଳାରେ ସେ ମୋ ନନ୍ଦବଳା

ଚଉଷଠି କଳାରେ ସେ ମୋ ନନ୍ଦବଳା

ସଜନୀ ପାହାନ୍ତି ସପନେ ଦେଖିଲି

ତାର ଦେହ ଗୋଟା ପଣେ କଳା

ତାର ଗଳାରେ ବଉଳ ମାଳା

LYRICS - KSHEMANKARI

JAGANNATH PREMI

ତାର ହାତ ନାହିଁ ସବୁ ଧରିଛି

ତାର ପାଦ ନାହିଁ ବିଶ୍ଵ ବୁଲୁଛି

ତାର କାନ ନାହିଁ ସବୁ ଶୁଣୁଛି

ସିଏ ଶ୍ରୀକ୍ଷେତ୍ରରେ ଘର କରିଛି

ତାର ହାତ ନାହିଁ ସବୁ ଧରିଛି

ତାର ପାଦ ନାହିଁ ବିଶ୍ଵ ବୁଲୁଛି

ତାର କାନ ନାହିଁ ସବୁ ଶୁଣୁଛି

ସିଏ ଶ୍ରୀକ୍ଷେତ୍ରରେ ଘର କରିଛି

ତାର ଆଖିରେ ସୁରୁଜ ତାରା

ଚଉଷଠି କଳାରେ ସେ ମୋ ନନ୍ଦବଳା

ଚଉଷଠି କଳାରେ ସେ ମୋ ନନ୍ଦବଳା

ସଜନୀ ପାହାନ୍ତି ସପନେ ଦେଖିଲି

ତାର ଦେହ ଗୋଟା ପଣେ କଳା

ତାର ଗଳାରେ ବଉଳ ମାଳା

ନୀତି ମୋ ସାଥେ କରୁଛି ଲୀଳା

ଚଉଷଠି କଳାରେ ସେ ମୋ ନନ୍ଦବଳା

ଚଉଷଠି କଳାରେ ସେ ମୋ ନନ୍ଦବଳା

المزيد من Odia bhajan track

عرض الجميعlogo