huatong
huatong
odia-bhajan-track-indra-nilamani-etiki-maguni-odia-bhajan-by-laxman-mohanty-cover-image

INDRA NILAMANI ETIKI MAGUNI ODIA BHAJAN BY LAXMAN MOHANTY

Odia bhajan trackhuatong
LB🎵MUSICAL🎶🎻ଓଡ଼ିଆ🎉huatong
الكلمات
التسجيلات
ହେ ଇନ୍ଦ୍ର ନୀଳମଣି ଏତିକି ମାଗୁଣି ମଣିମା ଶୁଣିମା ହେଉ

ଶ୍ରୀ ମହାପ୍ରସାଦେ ମୋ ପିତୃ ପୁରୁଷ ସାତ ଜନ୍ମ ମୁକ୍ତି ପାଉ

ହେ ଇନ୍ଦ୍ର ନୀଳମଣି ଏତିକି ମାଗୁଣି ମଣିମା ଶୁଣିମା ହେଉ

ଶ୍ରୀ ମହାପ୍ରସାଦେ ମୋ ପିତୃ ପୁରୁଷ ସାତ ଜନ୍ମ ମୁକ୍ତି ପାଉ

ମହାବାହୁ... ମହାବାହୁ...

ମହାବାହୁ... ମହାବାହୁ...

ଜଗନ୍ନାଥ ପ୍ରେମୀ

ROOM ID 171653

Time 9.00am

ଦାରୁବ୍ରହ୍ମ ବୋଲି ହେ ଦାରୁ ଦେବତା

ସବ୍ଦ ବ୍ରହ୍ମ ବୋଲି ଭାବବତ ଗୀତା

✨✨✨✨✨✨✨✨✨✨✨

ଦାରୁବ୍ରହ୍ମ ବୋଲି ହେ ଦାରୁ ଦେବତା

ସବ୍ଦ ବ୍ରହ୍ମ ବୋଲି ଭାବବତ ଗୀତା

ସଙ୍ଗୀତ ବ୍ରହ୍ମ ଯେ ଶ୍ରୀ ଗୀତ ଗୋବିନ୍ଦ

ଅନ୍ନବ୍ରହ୍ମ ତୁମ ଶ୍ରୀ ମହାପ୍ରସାଦ

ସେହି ଅନ୍ନବ୍ରହ୍ମ ବ୍ରହ୍ମ ମହାବ୍ରହ୍ମ ସେଇ ପରା ପୁଣ୍ଯ ବ୍ରହ୍ମ

ସେହି ମହାନନ୍ଦ ସେହି ମହାଭାବ ସେହି ପରା ମହା ପ୍ରେମ

ମହାବାହୁ... ମହାବାହୁ...

ମହାବାହୁ... ମହାବାହୁ...

Song upload by laxman

Request by ସମସ୍ତ ଜଗନ୍ନାଥ ପ୍ରେମି ଭକ୍ତବୃନ୍ଦ

ରୁମ୍ ID 171653

ବିଚିତ୍ର ମହିମା ମହାପ୍ରସାଦରେ

ସବୁ ଦେବତାଙ୍କ ଆଶା ପାଇବାରେ

✨✨✨✨✨✨✨✨✨✨

ବିଚିତ୍ର ମହିମା ମହାପ୍ରସାଦରେ

ସବୁ ଦେବତାଙ୍କ ଆଶା ପାଇବାରେ

ସେ ପ୍ରସାଦ ପାଇ ସ୍ଵର୍ଗ ପ୍ରାପ୍ତି ହୁଏ

ଜନ୍ମ ଜନ୍ମାନ୍ତର ପାପ ଦୂରେ ହୁଏ

ସେହି ମହା ତତ୍ତ୍ଵ ସେହି ମହାଜ୍ଞାନ ସେହି ପରା ବ୍ରହ୍ମମୟ

ଅନନ୍ତ ଗୁଣର ଅନନ୍ତ ମହିମା ତୁମେ ସେହି ନୀଳାମୟ

ମହାବାହୁ... ମହାବାହୁ...

ମହାବାହୁ... ମହାବାହୁ

ମହାବାହୁ... ମହାବାହୁ...

ମହାବାହୁ... ମହାବାହୁ

ମହାବାହୁ... ମହାବାହୁ...

ମହାବାହୁ... ମହାବାହୁ......

ଜୟ ଜଗନ୍ନାଥ

المزيد من Odia bhajan track

عرض الجميعlogo

قد يعجبك