huatong
huatong
avatar

Jamuna Ghatare Lahuni Hata UPLOADED BY PRABHAT creation

PRABHAT creationhuatong
༄᭄༒☆⃝PRABHAT༒༄᭄huatong
الكلمات
التسجيلات
༒WELCOME-TO-ALL༒

╠MUSiC MONALiSH╣

(PRABHAT creation)

ᘛROOM --IDᘛ

ଜମୁନା ଘାଟରେ ଲହୁଣୀ ହାଟ

ନଟ ତୋରି ନାଟ-

ହଁ ଆନନ୍ଦ ବଜାରେ ଅଭଡ଼ା ହାଟ

ନଟ ତୋରି ନାଟ-

ଜମୁନା ଘାଟରେ ଲହୁଣୀ ହାଟ

ନଟ ତୋରି ନାଟ

ଆନନ୍ଦ ବଜାରେ ଅଭଡ଼ା ହାଟ

ନଟ ତୋରି ନାଟ

ସିଂହୀ ଦୁଆରେ କଂସା କବାଟ

ନନା ଗୋଷେଇ ଜଗିଛି ବାଟ

ମୁଣ୍ଡର ବାଜୁଛି ଜାଉଁଳି ଛାଟ

ନଟ ତୋରି ନାଟ-

ନଟ ତୋରି ନାଟ-

༒WELCOME-TO-ALL༒

╠MUSiC MONALiSH╣

(PRABHAT creation)

ᘛROOM --IDᘛ

876530--1310597

Next line 01:37~~~~

ଲହୁଣୀ ହାଟରେ ଗୋପ ଗୌଡ଼ଉଣି

ବେପାର ବୁଡ଼େଇ ଦେଲୁ

କଉଡ଼ି ନଦେଇ ଖାଇଲୁ ଖାଇଲୁ

ଠେକି ବେକା ଭାଙ୍ଗୁ ଥୀଲୁ

ଓଓ. ହୋ ଲହୁଣୀ ହାଟରେ ଗୋପ ଗୌଡ଼ଉଣି

ବେପାର ବୁଡ଼େଇ ଦେଲୁ

କଉଡ଼ି ନଦେଇ ଖାଇଲୁ ଖାଇଲୁ

ଠେକି ବେକା ଭାଙ୍ଗୁ ଥୀଲୁ

ଚଳୁ ରେ ଯେବେ ନ ଦିଶୁ ଏବେ

ସେ ନଇଁ ବେଦ୍ୟ ଭୋଗ ନ ଲଗେ

ଷାଠିଏ ପଉଠି ହଉଛି ନଷ୍ଟ

ନଟ ତୋରି ନାଟ-

ନଟ ତୋରି ନାଟ-

༒WELCOME-TO-ALL༒

╠MUSiC MONALiSH╣

(PRABHAT creation)

ᘛROOM --IDᘛ

ଦହିର ସୁହାଦ ଲହୁଣୀ ରେ ନାହିଁ

ହଉ ଖଟ୍ଟା ହଉ ମିଠା

ତୋ ଲାଗି ନଟରେ ବାଟରେ ଘାଟରେ

ଦହି ବାଲି ହଟ ହଟା

ହୋ..ଦହିରେ ସୁହାଦ ଲହୁଣୀ ରେ ନାହିଁ

ହଉ ଖଟ୍ଟା ହଉ ମିଠା

ତୋ ଲାଗି ନଟରେ ବାଟରେ ଘାଟରେ

ଦହି ବାଲି ହଟ ହଟା

ଅଭଡ଼ା ହାଟେ ଟଙ୍କ ତୋରାଣି

ଅଭଡ଼ା ଠାରୁ ସୁଆଦ ପୁଣୀ

ଠେଲାରେ ପେଲାରେ ଭକତ କଷ୍ଟ

ନଟ ତୋରି ନାଟ-

ନଟ ତୋରି ନାଟ-

ଜମୁନା ଘାଟରେ ଲହୁଣୀ ହାଟ

ନଟ ତୋରି ନାଟ-

ହଁ ଆନନ୍ଦ ବଜାରେ ଅଭଡ଼ା ହାଟ

ନଟ ତୋରି ନାଟ-

ଜମୁନା ଘାଟରେ ଲହୁଣୀ ହାଟ

ନଟ ତୋରି ନାଟ

ଆନନ୍ଦ ବଜାରେ ଅଭଡ଼ା ହାଟ

ନଟ ତୋରି ନାଟ

ସିଂହୀ ଦୁଆର କଂସା କବାଟ

ନନା ଗୋଷେଇ ଜଗିଛି ବାଟ

ମୁଣ୍ଡର ବାଜୁଛି ଯାଉଁଳି ଛାଟ

ନଟ ତୋରି ନାଟ-

ନଟ ତୋରି ନାଟ-

ନଟ ତୋରି ନାଟ-

ନଟ ତୋରି ନାଟ

المزيد من PRABHAT creation

عرض الجميعlogo

قد يعجبك