huatong
huatong
avatar

Rama Rama E Jhia Ta - From "Agastya"

Pragnya Patra/Aryan Das/Asutosh Mohanty/Humane sagarhuatong
prntclhuatong
الكلمات
التسجيلات
ରାମା-ରାମା

ରାମା-ରାମା (ରାମା, ରାମା, ରାମା, ରାମା, ରାମା, ରାମା.ରାମା)

ରାମା, ରାମା, ରାମା ଏଇ ଝିଅଟା

ଚିହ୍ନା-ଚିହ୍ନା ଲାଗେ ତାର ମୁହଁଟା

ରାମା, ରାମା, ରାମା ଏଇ ଝିଅଟା

ଚିହ୍ନା-ଚିହ୍ନା ଲାଗେ ତାର ମୁହଁଟା

କଉଠୁ ସେ ଆଇଲା ରେ?

କେତେବେଳେ ଆଇଲା ରେ

ଚାହାଣିରେ ଚିରିଦେଲା ଛାତିଟା

ଖାଉଥା-ଖାଉଥା

ମନେ-ମନେ ଗୁଡ଼ ବସି ଖାଉଥା

ରହିଥା-ରହିଥା

ବୋଉକୁ ତୋ କହୁଛି ରେ ରହିଥା

ରାମା-ରାମା-ରାମା ଏଇ ଝିଅଟା

ଚିହ୍ନା-ଚିହ୍ନା ଲାଗେ ତାର ମୁହଁଟା

ରାମା-ରାମା-ରାମା ଏଇ ଝିଅଟା

ଚିହ୍ନା-ଚିହ୍ନା ଲାଗେ ତାର ମୁହଁଟା

Shut up!

I heard enough

If I'll listen one more word

I will kill you

ଦିସୁଛୁ ଭାରି ଛନ ଛନିଆ

ହଉଛୁ ଭାରି ତନ ଘନିଆ

ଜାଣିଯିବୁରେ ତୁ किमियां

ଯେତେ ଦେଖିଲେ ଲାଗୁଛୁ ନୁଆଁ

ଗଢ଼ିଛି କିଏ ତୋତେ ଲୋ ଗୋରୀ?

ରାତିରେ ନିଦ କରୁଛୁ ଚୋରି

ଆସିଛୁ ବୋଧେ ସରଗ ପରୀ

ବାଟ ଭୁଲି ତୁ ପାରିନୁ ଫେରି

ରାମା, ରାମା, ରାମା ଏଇ ପରୀ ଟା

ସତେ ଅବା ସିଏ ଫୁଲଝରି ଟା

ରାମା, ରାମା, ରାମା ଏଇ ପରୀ ଟା

ସତେ ଅବା ସିଏ ଫୁଲଝରି ଟା

ଖିଲି-ଖିଲି ହସିଲା ରେ

ପଞ୍ଜୁରୀରେ ପସିଲା ରେ

ଭାରି ଚୁଲବୁଲି ସାନ ଶାରୀ ଟା

ପାଉଥା-ପାଉଥା

ମନେ ମନେ ଭଲ ଯେତେ ପାଉଥା

ରହିଥା-ରହିଥା

ବୋଉକୁ ତୋ କହୁଛି ରେ ରହିଥା

ମନ ମୋର ଚଗଲି

ଯାଏ ନୀତି ଚହଲି

ପାଇନାହିଁ କାହାକୁ ମୁଁ ଭଲ

ରାତି ସାରା ଜହ୍ନ ମୁଁ

ଅମାନିଆ ମନ ମୁଁ

ଦିନରେ ମୁଁ ଗୋଟେ ସଜ ଫୁଲ

ରାମା, ରାମା, ରାମା, ରାମା, ରାମା, ରାମା ଏଇ ଫୁଲଟା

ଫୁଲଠାରୁ ଲାଗେ ବେଶି ଭଲଟା

ରାମା, ରାମା, ରାମା ଏଇ ଫୁଲଟା

ଫୁଲଠାରୁ ଲାଗେ ବେଶି ଭଲଟା

କେତେ ବେଳେ ଫୁଟିଲାରେ?

ହସ ତାର ଛୁଟିଲାରେ

ହେଇଯାନ୍ତା କି ଆମ ଗେଲଟା

ଅରେ ଦେଖୁଥା-ଦେଖୁଥା

ଦିନରେ ସପନ ବସି ଦେଖୁଥା

ରହିଥା-ରହିଥା

ବୋଉକୁ ତୋ କହୁଛି ରେ ରହିଥା

(ଆ-ଆ-ଆ-ଆଃ-ଆଃ-ଆଃ)

المزيد من Pragnya Patra/Aryan Das/Asutosh Mohanty/Humane sagar

عرض الجميعlogo

قد يعجبك