huatong
huatong
avatar

Muje janena kaha bata...Odia song

PRASANT-HAL-ODISHAhuatong
PRASANT-HAL-ODISHAhuatong
الكلمات
التسجيلات
ଆ...

ଆ ଆ

ଆ..

ଆ ଆ

ଆ..

ଆ ଆ ଆ ଆ ଆ

ଆ ଆ ଆ

ଆ ଆ ଆ

ଆ ଆ ଆ

ସାଥିରେ..

ସା..ଥିରେ

ଯା କହି ସାଥିରେ

ସାଥିରେ ସାଥିରେ

ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ--୨

ମୋର ଏମିତି କେହି ନାହିଁ ଆସିବା ପାଇଁ

ହାଏ ଆସିବା ପାଇଁ

ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ

ମୋର ଏମିତି କେହି ନାହିଁ ଆସିବା ପାଇଁ

ହାଏ ଆସିବା ପାଇଁ

ସାଥିରେ ସାଥିରେ

ଆକାଶରେ ନାହିଁ ଜନ୍ହ ନାହିଁତ ସୁରୁଜ

ଏବେବି ପକାଏ କିଏ ଆଲୁଅର ମୁରୁଜ

ଆକାଶରେ ନାହିଁ ଜନ୍ହ ନାହିଁତ ସୁରୁଜ

ଏବେବି ପକାଏ କିଏ ଆଲୁଅର ମୁରୁଜ

ଏମିତି ଏ ମନ ତଳେ ମହୁଆ ଚମକ ଖେଳେ

ନଲାଗେ କାର ଛୁଆଁ ଟିକକ ପାଇଁ

ହାଁ ଟିକକ ପାଇଁ

ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ

ମୋର ଏମିତି କେହି ନାହିଁ ଆସିବା ପାଇଁ

ହାଏ ଆସିବା ପାଇଁ

ସାଥିରେ ସାଥିରେ

ଯେମିତିକା ଯାଏ ନଇ ଦରିଆ ଖୋଜି ଖୋଜି

ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି

ଯେମିତିକା ଯାଏ ନଇ ଦରିଆ ଖୋଜି ଖୋଜି

ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି

ସେମିତି ଏ ବନଲତା ଖୋଜେ ଏକ ତରୁଶାଖା

ତା ବୁକେ ଜୀବନେ ଲୋଟି ରହିବା ପାଇଁ

ହାଁ ରହିବା ପାଇଁ

ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ--୨

ମୋର ଏମିତି କେହି ନାହିଁ ଆସିବା ପାଇଁ

ହାଁ ଆସିବା ପାଇଁ

ସାଥିରେ ସାଥିରେ

المزيد من PRASANT-HAL-ODISHA

عرض الجميعlogo