logo

Mu janithili lo tu ....

logo
الكلمات
Welcome to ରାଜେନ୍ଦ୍ର କୁମାର music

ମୁଁ..... ଜାଣିଥିଲି ଲୋ ତୁ ରଜା ଝିଅ

କାଚ ଘର କାଚ କଣ୍ଢେଇ

ମୁଁ..... ଜାଣିଥିଲି ଲୋ ତୁ ରଜା ଝିଅ

କାଚ ଘର କାଚ କଣ୍ଢେଇ

କାଚ ଭାବି ଛୁଇଁଲିନି

କାଚ ଭାବି ଛୁଇଁଲିନି

ଦୂରେ ଦୂରେ ରହିଗଲି

ଖେଳୁ ଖେଳୁ ଭାଙ୍ଗିଗଲୁ ଲୋ ତୁ

ମୁଁ..... ଜାଣିଥିଲି ଲୋ ତୁ ରଜା ଝିଅ

କାଚ ଘର କାଚ କଣ୍ଢେଇ

ରଜା ଝିଅ କାଚ ଘର କାଚ କଣ୍ଢେଇ....

Music

ମନ ହେଲେ ଖେଳିଚୁ ତୁ

ବାଲି ଘର ଭାଙ୍ଗିଚୁ ତୁ

ପୁଣି କେବେ ଇଛା ହେଲେ

ତୋଳିବାକୁ ଡାକିବୁ ତୁ

ତୋଳିବାକୁ ଡାକିବୁ ତୁ

ହୋ.... ତୁ କେମିତି ଜାଣିବୁ ଲୋ

କେତେ ସ୍ବପ୍ନ ତତେ ନେଈ

ମୋ ଛାତିରେ ଜମି ଥିଲା

ସ୍ମୃତି ତୋର ଲିଭୁ ନାହିଁ

ସ୍ମୃତି ତୋର ଲିଭୁ ନାହିଁ

ତୁ.... ଫେରିଲୁନି ଆଉ ହାତ ଠାରି

ଚାଲି ଗଲୁ ମୋତେ ଭଣ୍ଡେଇ

ହାତ ଠାରି ଚାଲି ଗଲୁ ମୋତେ ଭଣ୍ଡେଈ

music

ସ୍ବପ୍ନ ତ ମୋ ପାଇଁ ଖେଳ

ବୋହୂ ଚୋରି ବାଲି ଘର

କେମିତି ବୁଝିବୁ କହ

କିଏ ପର ଆପଣାର

କିଏ ପର ଆପଣାର

ହୋ.... ଏମିତି ପଥିକ ଟିଏ

କରି ଦେଇ ଚାଲି ଗଲୁ

ଚିହ୍ନା ମୁଁହ ଚିହ୍ନା ବାଟ

ଜାଣି ବି ଜାଣି ପାରୁନି

ଜାଣି ବି ଜାଣି ପାରୁନି

ତୁ...ମୋ ସାଥେ ଖେଳିଲୁ

ଖେଳନା ଟେ ଭାବି ମୋତେ

ଗଲୁ ଆଡେଇ

ଖେଳନା ଟେ ଭାବି ମୋତେ ଗଲୁ ଆଡେଇ

End

Mu janithili lo tu .... لـ Rajendra Kumar - الكلمات والمقاطع