huatong
huatong
sanju-lovers-tate-bhala-paibara-hajare-karana-cover-image

Tate Bhala Paibara Hajare Karana

Sanju Lovershuatong
🎧🇷​🇾​✳️🇦​🇳​🎧huatong
الكلمات
التسجيلات
ତତେ ଭଲ ପାଇବାର ହଜାରେ କାରଣ..

କଉ କାରଣ ମୁଁ କହିବି

ତତେ ଭଲ ପାଇବାର ହଜାରେ କାରଣ..

କଉ କାରଣ ମୁଁ କହିବି

ଏତିକି ଜାଣିଛି ଜିଁ ଥିବା ଯାଏ

ଏତିକି ଜାଣିଛି ଜିଁ ଥିବା ଯାଏ

ତତେ ହିଁ ଭଲ ପାଇବି

ତତେ ଭଲ ପାଇବାର ହଜାରେ କାରଣ..

କଉ କାରଣ ମୁଁ କହିବି

ହୋ...କଉ କାରଣ ମୁଁ କହିବି

ନିରୀହ ନିରୀହ ତୋ ଦୁଇ ଆଖିରେ

ହଜେଇ ଦେଇଛି ଠିକଣା... ମୋର

ହମ୍ମ......

ଲାଲା.ଲା....ଲା..ଲାଲା ଲା...

ନିରୀହ ନିରୀହ ତୋ ଦୁଇ ଆଖିରେ

ହଜେଇ ଦେଇଛି ଠିକଣା... ମୋର

ଆଇନା କହୁଛି ଚେହେରା ସୁନ୍ଦର

ମୋ ପାଇଁ ସୁନ୍ଦର ହୃଦୟ.. ତୋର

ତୋ ଦୁଇ ଆଖିରେ ମୋରି ଦୁନିଆ

ତୋ ଦୁଇ ଆଖିରେ ମୋରି ଦୁନିଆ

କାହାକୁ କାହିଁ ଚାହିଁବି..

ତତେ ଭଲ ପାଇବାର ହଜାରେ କାରଣ..

କଉ କାରଣ ମୁଁ କହିବି

ହୋ...କଉ କାରଣ ମୁଁ କହିବି

ତଥାପି କେବେ ସେ ହେଲାନି ଜହ୍ନ

ହମ୍ମ....

ହେହେ..ହେ,,.ହେ.ହେ..

ହଜାରେ ତାରା କୁ କଲି ମୁଁ ଏକାଠି

ତଥାପି କେବେ ସେ ହେଲାନି ଜହ୍ନ

ଅନେକ ଇଛାକୁ ଏକାଠି କରି ମୁଁ

ପାଇ ନଥିଲି ତୋ ପରି.. ମନ

ଶିଖେଇ ଦେଲୁ ତୁ ମୋତେ ତୋ ଜିଇଁବା

ଶିଖେଇ ଦେଲୁ ତୁ ମୋତେ ତୋ ଜିଇଁବା

ତୋ ପରି ନୁହେଁ କେହିବି..

ତତେ ଭଲ ପାଇବାର ହଜାରେ କାରଣ..

କଉ କାରଣ ମୁଁ କହିବି

ହୋ...କଉ କାରଣ ମୁଁ କହିବି

المزيد من Sanju Lovers

عرض الجميعlogo

قد يعجبك