ହୁଁ ହୁଁ
ହେ ହେ ହେ
ହୁଁ ହୁଁ
ମୁଁ ପରଦେଶୀ ଚଢ଼େଇ ଚଢ଼େଇ ଚଢ଼େଇ
ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗୀତ ନୁହେଁ ମୋର ଜୁଇ ଯାଇ ହେନା
ସେଜେ ମୋ ମନ ବନର ମଇନା
ଗୀତ ନୁହେଁ ମୋର ଜୁଇ ଯାଇ ହେନା
ସେଜେ ମୋ ମନ ବନର ମଇନା
ଆଜି ସେଇ ମଇନାଟି ଝୁରେ ପୁଣି କାହାପାଇଁ
ଜାଣେନା ଜାଣେନା ଜାଣେନା
ମୁଁ ପରଦେଶୀ ଚଢ଼େଇ
ମନେ ଅଛି ମୋର ଆଶା ଅସୁମାରି
ନୀଳ ଦରିଆର ନୀଳ ଢେଉ ପରି
ମନେ ଅଛି ମୋର ଆଶା ଅସୁମାରି
ନୀଳ ଦରିଆର ନୀଳ ଢେଉ ପରି
ଏତେ ଆଶା ମନେ ଆଜି ସାଇତିଚି କାହାପାଇଁ
ଜାଣେନା ଜାଣେନା ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ
ଜାଣେନା ଜାଣେନା
ଜାଣେନା ଜାଣେନା
ଜାଣେନା ଜାଣେନା
ଜାଣେନା ଜାଣେନା
ଜାଣେନା ଜାଣେନା
ଜାଣେନା ଜାଣେନା
ଜାଣେନା