huatong
huatong
satyajeet-pradhan-aei-sindura-cover-image

Aei Sindura

Satyajeet Pradhanhuatong
newdon2huatong
الكلمات
التسجيلات
ଏଇ ସିନ୍ଦୁର ଆଜି କାଇଁ ଲାଗେ ସୁନ୍ଦର?

ଏଇ ସିନ୍ଦୁର ଆଜି କାଇଁ ଲାଗେ ସୁନ୍ଦର?

ଏତେ ଖୁସି ଦିଅ ନାହିଁ

ଏତେ ଭଲ ପାଅ ନାହିଁ

ଏତେ ଖୁସି ଦିଅ ନାହିଁ

ଏତେ ଭଲ ପାଅ ନାହିଁ

ଭଲପାଇ ଭୁଲିଗଲେ ହେବି ମୁଁ କାହାର?

ମୁଁ ତୋ ସାଥି ସବୁ ଦିନର

ନିଜଠୁ ବେଶି ତୁ ନିଜର

ଏଇ ସିନ୍ଦୁର ଆଜି କାଇଁ ଲାଗେ ସୁନ୍ଦର?

ଏଇ ସିନ୍ଦୁର...

ଆଖି ସିନା ଥିଲା ମୋର, ନଥିଲା ସପନ

ତୋ ଆଖିରେ ସପନ ମୁଁ ହେବି ରାତି ଦିନ

ତମେ ଆଜି ଖୋସି ଦେଲ ମୋ ଗଭାରେ ଜହ୍ନ

ସେ ଜହ୍ନରେ ନାହିଁ ଜମା କଳଙ୍କର ଚିହ୍ନ

ହସେଇଲ ଏତେ ବେଶି, ଲୁହ ସବୁ ଗଲେ ରୁଷି

ହସେଇଲ ଏତେ ବେଶି, ଲୁହ ସବୁ ଗଲେ ରୁଷି

ବାଲିଘର ଗଢୁଗଢୁ ହେଲା ସେ ନଅର

ସେଇ ନଅରେ ତୁ ରାଣୀ ମୋର

ମୋ ଆଖି ହବ ଆଇନା ତୋର

ଏଇ ସିନ୍ଦୁର ଆଜି କାଇଁ ଲାଗେ ସୁନ୍ଦର?

ଏଇ ସିନ୍ଦୁର ଆଜି କାଇଁ ଲାଗେ ସୁନ୍ଦର?

ଏଇ ସିନ୍ଦୁର...

ଏଇ ସିନ୍ଦୁର...

المزيد من Satyajeet Pradhan

عرض الجميعlogo