logo

Chhadiki paribi Tate

logo
avatar
Satyajit/Lopamudralogo
ᏦUℳᎯℛ-ᎫᎯᎽᎯℕᏆᎯ🌟💘⭐DKAlogo
الغناء في التطبيق
الكلمات
Song :ଛାଡ଼ିକି ପାରିବି ତତେ..

Singer :ଲୋପାମୁଦ୍ରା& Satyajit

UPLOADED BY ? ? ?

ᏦUℳᎯℛ-ᎫᎯᎽᎯℕᏆᎯ ? ? ⭐

?‍♂️:ଛାଢି...କି ପାରିବି ତତେ,

ନିଶ୍ୱାସ ମୋ ଛାଡିବା ଆଗରୁ..

ଉପେକ୍ଷା ପାରିବି କରି,

ଅପେକ୍ଷାର କାଳ ସରୁ ସରୁ

?‍♀️:ଆଛନ୍ନ କରିଛି ରୂପ,ଚମତ୍କାର

ଦୁର୍ଲଭ ଯାହା ସର୍ବତ୍ର ମହୀରେ..

ଆଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ

ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ଯ ସମାହାରେ

?‍♂️:ଛାଡି କି...ପାରିବି ତତେ,

ନିଶ୍ବାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି,ଅପେକ୍ଷାର କାଳ ସରୁ ସରୁ

? ????????

LYRICS BYରିକ୍ୱେଷ୍ଟ BY biswajit

☁ ?❄️?❄️?????

?‍♀️:ଜୀବନ ବିବର୍ଣ୍ଣ ଯଦି,..

ରଙ୍ଗ ତୋର ନ ଦେଖେ ନୟନ

ବଞ୍ଚିବା ନିଷ୍ଫଳ ଯଦି,

ତୋର ସ୍ମୂତି ନ ଆଣେ କମ୍ପନ....

?‍♂️:କେମିତି ବା ବୁଝାଇବି, ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ

ତୋ ମୋ ସମ୍ପର୍କ କି,କଷ୍ଟପ୍ରଦ ଅବୁଝା ଗଣିତ

?‍♀️:ଆଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ

ଆଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ....

ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ଯ ସମାହାରରେ..

?‍♂️:ଛାଡି କି...ପାରିବି ତତେ,

ନିଶ୍ବାସ ମୋ ଛାଡିବା ଅାଗରୁ

ଉପେକ୍ଷା ପାରିବି କରି,

ଅପେକ୍ଷାର କାଳ ସରୁ ସରୁ

?⚜️?⚜️?⚜️?⚜️?

sri ram musical ID (sipun raj)

? ? ? ? ? ? ?

?‍♂️:କହିବାର ନାହିଁ ଶକ୍ତି,

ବୟସର ବୟସ୍କ ଲଗନେ

ତୁହିମୋ ରଜନୀଗନ୍ଧା, ଭାବନାର ସୌମ୍ୟ ଉପବନେ

?‍♀️:କରୁଣାରେ ବିଚଳିତ,ନିରିମାୟା ନିରୀହ ହୂଦୟା

ହେ ମୋର ଅବୁଝା ସାଥୀ,

ତୁହି ମୋର ନବ ସୂର୍ଯ୍ଯୋଦୟ

?‍♂️:ଆଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ

ଆଛନ୍ନ କରିଛି ରୂପ ଚମତ୍କାର,

ଦୁର୍ଲଭ ଯାହା ସର୍ବତ୍ର ମହୀରେ....

?‍♀️:ଆଖିରେ ଲେଖି ସପନ,ବହୁ ବର୍ଣ୍ଣ ଭବ୍ଯ ସମାହାରେ

ଛାଡି କି...ପାରିବି ତତେ,

ନିଶ୍ବାସ ମୋ ଛାଡିବା ଆଗରୁ

ଉପେକ୍ଷା ପାରିବି କରି,

ଅପେକ୍ଷାର କାଳ ସରୁ ସରୁ..

??ଧନ୍ୟବାଦ??

Chhadiki paribi Tate لـ Satyajit/Lopamudra - الكلمات والمقاطع