menu-iconlogo
huatong
huatong
লিরিক্স
রেকর্ডিং
ହାଲ୍କା ତୋର ମିଠା ଛୁଆଁରେ

ହଲଚଲ ହେଲି ମୁଁ ପ୍ରିୟାରେ

ଗୁଣ୍ ଗୁଣ୍ ଗୁଣ୍ ଗାଏ, ନିଦ ଚୋରାଏ

ପାଉଁଜି ତୋ ଗୋରା ପାଦରେ... ଓ...

ମୌଲା ମୌଲା ମେରେ ମୌଲା,

ମେଘ ଥାଇ ଚାନ୍ଦ ଦିଶିଗଲା, ଓ ମୌଲା

ମୌଲା ମୌଲା ମେରେ ମୌଲା

ତତେ ମୋ ପାଇଁ କିଏ ଗଢିଲା

ସପନେ ପରୀଟେ ଦେଖିଲି, ଆଖିରେ ଲୁଚେଇ ରଖିଲି

ହଁ... ଭାବନା ରଙ୍ଗ ମୁଁ ବୋଳିଲି

ଛବିରେ ତାକୁ ମୁଁ ଆଙ୍କିଲି

ହାତ ଠାରି ସେ, ଡାକିଲା ମତେ

ପାଗଳ ତା ପାଇଁ ହେଲିରେ... ଓ...

ମୌଲା ମୌଲା ମେରେ ମୌଲା,

ମେଘ ଥାଇ ଚାନ୍ଦ ଦିଶିଗଲା, ଓ ମୌଲା

ମୌଲା ମୌଲା ମେରେ ମୌଲା

ତତେ ମୋ ପାଇଁ କିଏ ଗଢିଲା

ଅଚିହ୍ନା ଫୁଲଟି ଥିଲି ରେ,ଏମିତି ମହକ ଦେଲୁ ରେ

ହୋ... ଲକ୍ଷେ କଦମ୍ବର ବାସ୍ନାରେ,

ମହକି ଯାଉଛି ଏଥିରେ

ସତେ ଯେମିତି, ଚୋରା ଚଇତି

ଛପି ଛପି ଛୁଇଁ ଦେଲାରେ... ଓ...

ମୌଲା ମୌଲା ମେରେ ମୌଲା,

ମେଘ ଥାଇ ଚାନ୍ଦ ଦିଶିଗଲା, ଓ ମୌଲା

ମୌଲା ମୌଲା ମେରେ ମୌଲା

ମତେ ତୋ ପାଇଁ ସେ ଗଢିଦେଲା ।

Babushan/Sohini Mishra থেকে আরও

সব দেখুনlogo
Babushan/Sohini Mishra-এর Halka Tora Mitha - লিরিক্স এবং কভার