menu-iconlogo
huatong
huatong
avatar

Sathie Pauti

Bhikari Balhuatong
PRASANT-HAL-ODISHAhuatong
লিরিক্স
রেকর্ডিং
ଷାଠିଏ ପଉଟି..ଭୋଗରୁ ତୁମର..କାଢିତ ନେଇନି..ହରି..

କୁହ ତେବେ କେଉଁ..ଅପରାଧେ ମୋତେ--୨

କଲ ଦାଣ୍ଡର ଭିକାରି..--୨

ଷାଠିଏ ପଉଟି ଭୋଗରୁ ତୁମର କାଢିତ ନେଇନି ହରି--୨

କୁହ ତେବେ କେଉଁ ଅପରାଧେ ମୋତେ--୨

କଲ ଦାଣ୍ଡର ଭିକାରି..--୨

ଷାଠିଏ ପଉଟି ଭୋଗରୁ ତୁମର କାଢିତ ନେଇନି ହରି

ଭିକାରି କରିବା ଯେବେ ତୁମ ଇଛା--୨

ନାହିଁ ମୋ ମନରେ ଦୁଃଖ

ସିଙ୍ଘଦ୍ୱାର ବିନା ଆନ ଦୁଆରକୁ--୨

ମାଗି ଜିବି ନାହିଁ ଭିକ

ଆହେ ଇଛାମୟ ଇଛାରେ ତୁମରି--୨

ଦିଅ ମୋର ଥାଳ ଭରି..

କଲ ଦାଣ୍ଡର ଭିକାରି--୨

ଷାଠିଏ ପଉଟି ଭୋଗରୁ ତୁମର କାଢିତ ନେଇନି ହରି

ଜାଣିଶୁଣି ଯେବେ ଚେଇଁ ସୋଇ ଥିବ..

ପ୍ରଭୁ ହେ..ଏ..ପ୍ରଭୁ...ଉ..ଉ..ଉ..ଉ..ଉ

ଜାଣିଶୁଣି ଯେବେ ଚେଇଁ ସୋଇ ଥିବ

ମୁଁ କହିବି କାହାକୁ ଆଉ

ଆଉ କାହା ପାସେ ପତାଇବି ହାତ

ତୁମେ ପ୍ରଭୁ ଥାଉ ଥାଉ

ଖାଲି ହାତେ ପଛେ ଫେରିଜିବି ପ୍ରଭୁ--୨

ଏ ବଡ଼ଦାଣ୍ଡେ ଛାଡ଼ି ହୁରି..

କଲ ଦାଣ୍ଡର ଭିକାରି

ଷାଠିଏ ପଉଟି ଭୋଗରୁ ତୁମର କାଢିତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ--୨

କଲ ଦାଣ୍ଡର ଭିକାରି..--୪

Bhikari Bal থেকে আরও

সব দেখুনlogo
Bhikari Bal-এর Sathie Pauti - লিরিক্স এবং কভার