menu-iconlogo
huatong
huatong
লিরিক্স
রেকর্ডিং
ତୋର ଆଖି ହଳ, ଛଳ ଛଳ, କୋଉ ବାଣୁଆର ଧନୁ ଶର?

ଭେଦିଗଲା ବୋଲି ଟଳ ମଳ ହେଲି, ଏଟା ଗୁଟେ କେମତି ଜର?

ମତେ ବଞ୍ଚାଇବ ମହାପୁରୁ ଖାଲି ରେ

ତତେ ଆଣିଦେଵ ମୋ ପାଖକୁ ରେ

ଏ ମନ ଗୁଟେ ପରା

କି ଚମଡାର ବାଜା?

ତୁ ବେଗି ବେଗି ବଜା, ନ ଯା'

ଏ ମନ ଗୁଟେ ପରା

କି ଚମଡାର ବାଜା?

ତୁ ବେଗି ବେଗି ବଜା, ନ ଯା'

ତୋ ଯୁଡାରେ ଗୋଲିଆ ଜହ୍ନ ଖୋସି

ତୋ ଡାକରେ ମୟୁର ପଲ୍ଲେ ପୋସି

ମୋ ସପନେ ତତେ ହିଁ ଊଣ୍ଡିଥିଲି

ତୋ କଥା ଯେ ହାଣ୍ଡିଆ ନିଶା ବୋଲି

ପୋଇ ଭାଡି ଲତା ପରି ତୁ ହିଁ ମାଡିଯାଏ

ନିଦର ଛାତରେ ତୁ ଚଢ଼ି ତ ଯା'

ଏ ମନ ଗୁଟେ ପରା

କି ଚମଡାର ବାଜା?

ତୁ ବେଗି ବେଗି ବଜା, ନ ଯା'

ଏ ମନ ଗୁଟେ ପରା

କି ଚମଡାର ବାଜା?

ତୁ ବେଗି ବେଗି ବଜା, ନ ଯା'

ସେ ଗଛର ସବା ଉପର ନାହିଁ

ହଁ, ରଖିଛି ମୋ ମନକୁ ଝୁଲାଇ

ତୋ ହାତରେ ଆସିବି ନାଇଁ ବୋଲି

ମୁଁ ବୋହୁ-ଚୋରି ଖେଳିବା ଶିଖିନେଲି

ଫୁଟୁକି ଚଢେଇ ତୋ ନାଁରେ କହିଲା

ତୁ ଭଲ ନୁକ ନାଇଁ ମୋ ପାଇଁ କା, ଯା'

ମୁଁ କହିଦେଲେ ପରା

ତୁ ମନେ ଖାଉ ଖଜା

ମୋର ବା' ଚଖେଇ ଦେବ ମଜା

ମୁଁ କହିଦେଲେ ପରା

ତୁ ମନେ ଖାଉ ଖଜା

ମୋର ବା' ଚଖେଇଦେବ ମଜା

ଏ ମନ ଗୁଟେ ପରା

କି ଚମଡାର ବାଜା?

ତୁ ବେଗି ବେଗି ବଜା, ନ ଯା'

ତୁ ବେଗି ବେଗି, ନାନା-ନାନା

ବେଗି ବେଗି ନା-ରେ-ନାନା

ବେଗି ବେଗି ବଜା, ନା ଯା'

Gaurav Anand/Arpita Choudhury/J.P. Wordsmith থেকে আরও

সব দেখুনlogo