menu-iconlogo
huatong
huatong
avatar

TU BIKALA HEBU PREMA TIKE PAIN BY SA 118352

Human Sagarhuatong
লিরিক্স
রেকর্ডিং
WEL COME

SUR AAPKE I'D 118352

ହୋ ଓ ଓ ଓ ହୋ ଓ ଓ ଓ ଓ ଓ ଓ

ହୋ ଓ ଓ ଓ ହୋ ଓ ଓ ଓ ଓ ଓ ଓ

ତୋ ସିନ୍ଥିରେ ସିନ୍ଦୂର ଆଜି ଟାଣି ଦେଲାଲୋ

ଲକ୍ଷ୍ମଣ ଗାର

ଆଉ ନାହିଁ ମୋର ଅଧିକାର ତୋତେ କହିବାକୁ ତୁ ମୋର

ଆଉ ନାହିଁ ମୋର ଅଧିକାର ତୋତେ କହିବାକୁ ତୁ ମୋର

ସ୍ୱାର୍ଥ ପାଇଁ ହୃଦୟମୋ ଭାଙ୍ଗିଲୁ ସିନା

ତୋ ସାଥୀ କରିବ କାଲି ତୋ ମନ ଚୁନା

ଭିତରେ ଭିତରେ କାନ୍ଦି ଜାଳିବୁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

lyrics by swagatika

SUR AAPKE

ଏତେ ଭଲ ପାଇକିବୀ ହେଲୁନି ତୁ ମୋର

କେମିତି କିଏସେ ତତେ କରିବ ନିଜର

ସମ୍ପର୍କର ମୂଲ୍ୟ ଯଦି ପାରିଲୁନୀ ବୁଝି

କେମିତି ପାଇବୁ କହ କାହାଠୁତୁ ଖୁସୀ

ବିଶ୍ବାସ ସାଥୀରେ ମୋର ଖେଳିଲୁ ଖେଳ

ସେମିତି ଆସିବ କାଲି ତୋରି ବେଳ

ଝୁରି ଝୁରି ଖାଲି ମରୁଥିବୁ ତୁ ଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

WEL COME TO SUR AAPKE

ଜୀବନରୁ ମୋର ସିନା ଗଲୁତୁଲୋ ଚାଲି

ହୃଦୟରୁ କାଢି କିବା ପାରିବୁକି ଭୁଲି

ତୋ ସିନ୍ଦୂର ତୋତେ ଯେବେ କରିବଲୋ ଘୃଣା

ଜାଣିବୁ ବଞ୍ଚିବା କେତେ କଷ୍ଟ ପ୍ରେମ ବିନା

ଅନୁତାପ ନିଆଁରେ ଲୋ ତୁ ଜଳିବୁ

ତୋ ପାଇଁ ମୋ ପ୍ରେମ କେତେ ଥିଲା ବୁଝିବୁ

ଖୋଜିଲେବି ଯେତେ ପାଇବୁ ନାହିଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁ ଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

ତୁ ବିକଳ ହବୁ ବିକଳ ହବୁ ପ୍ରେମଟିକେ ପାଇଁଲୋ

I hope enjoy this song

Human Sagar থেকে আরও

সব দেখুনlogo
Human Sagar-এর TU BIKALA HEBU PREMA TIKE PAIN BY SA 118352 - লিরিক্স এবং কভার