menu-iconlogo
huatong
huatong
avatar

Mora Bhugolare Bhala Hauthila

Humane sagarhuatong
🙏🌹JAGANNATH🛐PREMI🌹🙏huatong
লিরিক্স
রেকর্ডিং
ମୋର ଭୂଗୋଳରେ ଭଲ ହେଉଥିଲା

ମୋର ସାହିତ୍ୟରେ ଶହେ ରହୁଥିଲା

ହେ ମୋର ଭୂଗୋଳରେ ଭଲ ହେଉଥିଲା

ମୋର ସାହିତ୍ୟରେ ଶହେ ରହୁଥିଲା

ଯେଉଁ ଦିନ ସିଏ ନାଲି ଓଢଣୀ

ବଜେଇ ଦେଲା ସାର

ମୋର ସବୁ ଅଙ୍କ ଭୁଲ ହେଇଗଲା

ଗଲା ରେ ଗଲା ।

ସବୁ ଅଙ୍କ ଭୁଲ ହେଇଗଲା ଗଲା ଗଲା

ମୋର ଭୂଗୋଳରେ ଭଲ ହେଉଥିଲା

ହେ ମୋର ସାହିତ୍ୟରେ ଶହେ ରହୁଥିଲା

LB 🎵MUSICAL 🎶

ROOM ID 198900

NO TASK 🆓

ଥିଲି ସୁନାପିଲା ହେଲି ମୁଁ ଚଗଲା

ସେଇ ଝିଅଟି ପାଇଁ

ପାଠ ପଢା ଛାଡି ଗଲିଣି ବିଗିଡି

ମିଛ କହିବି ନାହିଁ

ହାଁ ଥିଲି ସୁନାପିଲା ହେଲି ମୁଁ ଚଗଲା

ସେଇ ଝିଅଟି ପାଇଁ

ପାଠ ପଢା ଛାଡି ଗଲିଣି ବିଗିଡି

ମିଛ କହିବି ନାହିଁ ।

ମୋର ଇତିହାସ ଭାରି ଭଲ ଥୁଲା

ମୋର ଇଂରାଜୀ ରେ ଅସି ରହୁଥିଲା

। ମୋର ଇତିହାସ ଭାରି ଭଲ ଥିଲା ।

ମୋର ଇଂରାଜୀ ରେ ଅସି ରହୁଥିଲା

ଯେଉଁ ଦିନ ସିଏ ଚୋରା ଚାହାଣୀ

ମିଶେଇ ଦେଲା ସାର

ମୋର ସବୁ ଅଙ୍କ ଭୁଲ ହେଇଗଲା

ଗଲା ରେ ଗଲା ।

ସବୁ ଅଙ୍କ ଭୁଲ ହେଇଗଲା ଗଲା ଗଲା

Song upload by ꧁💞🇱🧿🅻🅰🆇🅼🅰🅽🧿🇧💞꧂🕊️🙏

Lyrics -DJ 🎻LUCKY

LB 🎵MUSICAL 🎶🎻

ବାପା ବୋଉ ନିତି ସପନ ଦେଖନ୍ତି

ନାଁ ରଖୁବ ପୁଅ

ପାଠରେ ମୋ ଶୂନ ଦେଖୁଛି ସପନ

ସେଇ ଝିଅର ମୁହଁ

🎶🎵🎶🎵🎶🎶

ହାଏ ବାପା ବୋଉ ନିତି ସପନ ଦେଖନ୍ତି

ନାଁ ରଖୁବ ପୁଅ

ପାଠରେ ମୋ ଶୂନ ଦେଖୁଛି ସପନ

। ସେଇ ଝିଅର ମୁହଁ

ମୋର ସାମାଜିକ ମନେରହୁଥିଲା ।

ମୋର ବିଜ୍ଞାନରେ ନବେ ରହୁଥିଲା

ହେ ମୋର ସାମାଜିକ ମନେରହୁଥିଲା

ଏ ମୋର ବିଜ୍ଞାନରେ ନବେ ରହୁଥିଲା

। ଯେଉଁ ଦିନ ସିଏ ପ୍ରେମ କାହାଣୀ

ଶୁଣେଇଦେଲା ସାର

ମୋର ସବୁ ଅଙ୍କ ଭୁଲ ହେଇଗଲା

ଗଲା ରେ ଗଲା ।

ସବୁ ଅଙ୍କ ଭୁଲ ହେଇଗଲା ଗଲା ଗଲା

ମୋର ଭୂଗୋଳରେ ଭଲ ହେଉଥିଲା

ମୋର ସାହିତ୍ୟରେ ଶହେ ରହୁଥିଲା

ମୋର ଭୂଗୋଳରେ ଭଲ ହେଉଥିଲା

ମୋର ସାହିତ୍ୟରେ ଶହେ ରହୁଥିଲା

ଯେଉଁ ଦିନ ସିଏ ନାଲି ଓଢଣୀ

ବଜେଇ ଦେଲା ସାର

ମୋର ସବୁ ଅଙ୍କ ଭୁଲ ହେଇଗଲା

ଗଲା ରେ ଗଲା ।

ସବୁ ଅଙ୍କ ଭୁଲ ହେଇଗଲା

ମୋର ସବୁ ଅଙ୍କ ଭୁଲ ହେଇଗଲା

। ଗଲା ରେ ଗଲା ।

ସବୁ ଅଙ୍କ ଭୁଲ ହେଇଗଲା।

ଗଲା ଗଲା ସାର

Humane sagar থেকে আরও

সব দেখুনlogo

আপনার পছন্দ হতে পারে