ପୀରତି, ପୀରତି
Baby your lovely-lovely face, my heart gonna stroke to see your grace
I′m miss you honey, gonna call you tonight
'Cause don′t know anything wrong or right
ପୀରତି ଚୋରି-ଚୋରି ଖେଳ, ଖେଳିବା ଆସ ସାଥି ମୋର
Love ପାଇଁ ଦିଲ ଭିତରେ ଛୁକ୍-ଛୁକ୍ ଚାଲେ
ରେଳ (wicket-wicket I'm get you a wicket)
ପୀରତି ଚୋରି-ଚୋରି ଖେଳ, ଖେଳିବା ଆସ ସାଥି ମୋର
Love ପାଇଁ ଦିଲ ଭିତରେ ଛୁକ୍-ଛୁକ୍ ଚାଲେ ରେଳ
Whole day ପଛେ dating ରେ ନିଅ
Whole day ପଛେ dating ରେ ନିଅ
ବଜାଅ ସାରେଗାମା
ଓ-ହଁ ରାତିରେ (oh yeah, oh yeah)
ଓ-ହଁ ରାତିରେ (yes baby)
ଓ-ହଁ ରାତିରେ phone କରନି ଜମା, ଉଠିଯିବ ମୋ ମାମା (oh sad)
ଓ-ହଁ ରାତିରେ phone କରନି ଜମା, ଉଠିଯିବ ମୋ ମାମା
ଆଜିର ତାଜା ଖବର, ତୁ ମୋର ନୂଆ lover
ମୋ ମନ ଛବିବହିରେ ମଡେଇଦେଲୁ cover
ଆଜିର ତାଜା ଖବର, ତୁ ମୋର ନୂଆ lover
ମୋ ମନ ଛବିବହିରେ ମଡେଇଦେଲୁ cover
Whole day ପଛେ କରୁଥା ଗେଲ
Whole day ପଛେ କରୁଥା ଗେଲ
ନଦେଇ full stop, comma
ଓ-ହଁ ରାତିରେ (oh yeah, oh yeah)
ଓ-ହଁ ରାତିରେ (yes baby)
ଓ-ହଁ ରାତିରେ phone କରନି ଜମା, ଉଠିଯିବ ମୋ ମାମା (oh shit)
ଓ-ହଁ ରାତିରେ phone କରନି ଜମା, ଉଠିଯିବ ମୋ ମାମା
କଉଠି ଥିଲୁ ମୋ ଗେଲୁ
Antena ବୁଲେଇଦେଲୁ
ଆଖିରେ ଖେଳକରି ତୁ market ହଲେଇଦେଲୁ
କଉଠି ଥିଲୁ ମୋ ଗେଲୁ (oh yeah)
Antena ବୁଲେଇଦେଲୁ (aahh)
ଆଖିରେ ଖେଳକରି ତୁ market ହଲେଇଦେଲୁ
Whole day ହଁ गलती से mistake
Whole day ହଁ गलती से mistake
ଚାଲୁରେ ଯେତେ drama
ଓ-ହଁ ରାତିରେ (what?)
ଓ-ହଁ ରାତିରେ (what baby?)
ରାତି-ରାତିରେ phone କରନି ଜମା, ଉଠିଯିବ ମୋ ମାମା (oh sad)
ଓ-ହଁ ରାତିରେ phone କରନି ଜମା, ଉଠିଯିବ ମୋ ମାମା (oh no)
Oh Shit!