menu-iconlogo
huatong
huatong
লিরিক্স
রেকর্ডিং
ପୀରତି

ପୀରତି

(Baby your lovely-lovely face, my heart gonna stroke to see your grace)

(I'm missin' you honey, gonna call you tonight)

('Cause don't know anything wrong or right)

ପୀରତି ଚୋରି-ଚୋରି ଖେଳ, ଖେଳିବା ଆସ ସାଥି ମୋର

Love ପାଇଁ ଦିଲ ଭିତରେ ଛୁକ୍-ଛୁକ୍-ଛୁକ୍ ଚାଲେ ରେଳ

(wicket-wicket I'm get you a wicket)

ପୀରତି ଚୋରି-ଚୋରି ଖେଳ, ଖେଳିବା ଆସ ସାଥି ମୋର

Love ପାଇଁ ଦିଲ ଭିତରେ ଛୁକ୍-ଛୁକ୍-ଛୁକ୍ ଚାଲେ ରେଳ

Whole day ପଛେ dating ରେ ନିଅ

Whole day ପଛେ dating ରେ ନିଅ

ବଜାଅ ସାରେ-ଗାମା

ଓ-ହଁ, ରାତିରେ (oh yeah, oh yeah)

ଓ-ହଁ, ରାତିରେ (yes baby)

ଓ-ହଁ, ରାତିରେ phone କରନି ଜମା, ଉଠିଯିବ ମୋ ମାମା (how sad)

ହଁ, ରାତିରେ phone କରନି ଜମା, ଉଠିଯିବ ମୋ ମାମା

ଆଜିର ତାଜା ଖବର, ତୁ ମୋର ନୂଆ lover

ମୋ ମନ ଛବି ବହିରେ ମଡେଇଦେଲୁ cover

ହାଁ, ଆଜିର ତାଜା ଖବର (oh yeah), ତୁ ମୋର ନୂଆ lover

ମୋ ମନ ଛବିବହିରେ ମଡେଇଦେଲୁ cover

Whole day ପଛେ କରୁଥା ଗେଲ

Whole day ପଛେ କରୁଥା ଗେଲ

ନଦେଇ full stop, comma

ଓ-ହଁ, ରାତିରେ (oh yeah, oh yeah)

ଓ-ହଁ ରାତିରେ (yes baby)

ରାତି-ରାତି-ରାତି ରାତିରେ phone କରନି ଜମା, ଉଠିଯିବ ମୋ ମାମା (oh shit)

ହଁ, ରାତିରେ phone କରନି ଜମା, ଉଠିଯିବ ମୋ ମାମା

କଉଠି ଥିଲୁ ମୋ ଗେଲୁ? Antena ବୁଲେଇଦେଲୁ

ଆଖିରେ ଖେଳକରି ତୁ market ହଲେଇଦେଲୁ

କଉଠି ଥିଲୁ ମୋ ଗେଲୁ? (oh yeah), Antena ବୁଲେଇଦେଲୁ (aahh)

ଆଖିରେ ଖେଳକରି ତୁ market ହଲେଇଦେଲୁ

Whole day ହଁ, गलती से mistake

Whole day ହଁ, गलती से mistake

ଚାଲୁ ରେ ଯେତେ drama

ଓ-ହଁ, ରାତିରେ (what?)

ରାତି ରାତିରେ (what baby?)

ରାତି-ରାତିରେ phone କରନି ଜମା, ଉଠିଯିବ ମୋ ମାମା (how sad)

ହଁ, ରାତିରେ phone କରନି ଜମା, ଉଠିଯିବ ମୋ ମାମା (oh no)

Oh shit!

Koushik/Asima Panda থেকে আরও

সব দেখুনlogo

আপনার পছন্দ হতে পারে