ସମ୍ବଲପୁରୀ hits
ଆ ସୁନା ଘରୁ ବାହାରି ଆ
Track-bibhu bhai
Lerys---gobinda ଭାଇ
Krishu..😋😋
Krishna jeena
Presents
ତୋର ଵାର୍ ଦୁଆରେ ନଚୁଚେ ତୋର ସୁନ୍ଦ୍ରା ବାଉରା (୨
ଆ ସୁନା ଘରୁ ବାହାରି ଆ
ଆ ସୁନା ଘରୁ ବାହାରି ଆ ରେ ଆ ସୁନା ଘରୁ ବାହାରି ଆ
ତତେ ଟିକେ ଦେଖ୍ଲେ ସତେ, କେତେ ଭଲ ଲଗବା ମତେ(୨
ମନ୍ ହେଇଛେ ଛନ୍ ଛନିଆ,,
ଆ ସୁନା ଘରୁ ବାହାରି ଆ
ଆ ସୁନା ଘରୁ ବାହାରି ଆ ରେ ଆ ସୁନା ଘରୁ ବାହାରି ଆ
Doli ସଜାକେ ରଖ୍ନା ମେହେନ୍ଦି ଲଗାକେ rakhnaa (୨
ତୁଇ ହେବୁ ମୋର୍ ଧନ ରେ ସୁନା କନିଆ,,,,,,,
ଆ ସୁନା ଘରୁ ବାହାରି ଆ
ଆ ସୁନା ଘରୁ ବାହାରି ଆ ରେ
ଆ ସୁନା ଘରୁ ବାହାରି ଆ
ହେ ଧନ୍ ଦୌଲଟ ନାଇ ମାଗେ ତତେ
ଦେଖିଲେ ଉସତ୍ ହେଇ ଜୀମି
ତୁଇ ଦେଖୁଥିଲେ ତୁଇ ହସୁଥିଲେ
ଉତ୍କି ଉତ୍କୀ ନଚୁଥିମି
ଘମଣ୍ଡି ଗୁମନି ଯଦି ଆଉ ତୁଇ
ଜିଦ୍ଦି naahi ଘରର ଝିଅ
ମୁଇ ବ ଜିବନ୍ ଥି କେବେ ହାରି ନାହି
ଜିଦ୍ଦୀ ବାଲା ଘରର ପୁ ଅ
କେତେ ଜୋର୍ ମୋତେ tadpauchu ଲୋ
ଘରେ କେନ୍ତା ଦମ୍ ଧରି ଅଛୁ
କାନ୍ଦ୍ରି ନନି ନରମ୍ ଦିଲ୍ ୱାଲି ମୋର୍
କେଂତା ଏନ୍ତି ଲୁକି ଯାଇଛୁ
ତୋର ମଉକା dubara ନାଇ ମିଲେ ଗୁରିଆ
ଆ ସୁନା ଘରୁ ବାହାରି ଆ
ଆ ସୁନା ଘରୁ ବାହାରି ଆ ରେ
ଆ ସୁନା ଘରୁ ବାହାରି ଆ(୨
ଏ ସବୁ ପିଲାମାନଙ୍କର girlfriend ଅଛି ଲୋ
ଖାଲି ମୋର ସନମ୍ ତୁଇ ନାଇନ
ଉଦାସ୍ ମନେ ବି ଏକ୍ଲା ନଛୁଚେଁ
ଅଧୁରା ଅଧୁରା ଲଗ୍ ଲାନ
ଗୁଟେ ଫାଲ୍ ଘର ତ gute ଫାଲ ଲୋଭର ତ
କହାକେ ଚୁନୁଚୁ ଯେ କହ
ଇଟା ପ୍ରେମ ପରୀକ୍ଷା କରିଦେ phaisla
ଘମଣ୍ଡେ ଚୁପ୍ ଚାପ ନାଇ ରହ
ତୋର ଦିୱାନା ଆକୁଲେ ଡାକୁ ଚେ ଲୋ
ସାହେବା ତୋର ମାଜ୍ବୁରି ଛା ଡି ଦେ
ଆରୁ ଦିନେ ଖବର ପଠେଇ ଦେ ଲୋ
ନେଇ ହେଲେ ପୁରା breakup କରିଦେ
ତୁଇ ନେଇ ଆଇଲେ ଜିନ୍ଦେଗି ଭର୍ କୋଥା ନେଇ ହେବୁ ଜା
ତୋର ଠା ନୁ ମୁଁ ଯାଉଚ୍ଛେ ଦୂରିଆ
ତୋର ଠା ନୁ ମୁଁ ଯାଉଚ୍ଛେ ଦୂରିଆre
ତୋର ଠା ନୁ ମୁଁ ଯାଉଚ୍ଛେ ଦୂରିଆ(2)