menu-iconlogo
huatong
huatong
avatar

He kala gosaain(ହେ କଳା ଗୋସାଇଁ/ କୁମାର ବାପି)

Krishna jeenahuatong
লিরিক্স
রেকর্ডিং
ହେ କଳା ଗୋସାଇଁ

Krishna jeena

Presents

ଗୋଟେ ଭାବ ପୂର୍ଣ୍ଣ ଓଡ଼ିଆ ଭଜନ

Kumar bapi hits

F--ଦୁଃଖ ରେ ଡାକୁଚି ତୋତେ

ସୁଖ ରେ ଖୋଜୁଛି ତୋତେ

ଲୁହ ରେ ପୂଜୁଚି ତୋତେ

ହସ ରେ ଭଜୁଚି ତୋତେ

ଏଇ ନୀତି ନୀତି ତୋର ନାମ ଗାଈ

ରହିଥିବି ତୋତେ ଅନେଇ....

M--ହେ କଳା ଗୋସାଇଁ ( ୪ ଥର )

ସବୁ ତ ଦେଇଚୁ ମୋତେ

ଆଉ କି ମାଗିବି ତୋତେ

ଏଇ ନୀତି ନୀତି ତୋର ନାମ ଗାଈ

ଜିଇଁ ଛି ମୁଁ ତୋରି ପାଇଁ...

F-- ହେ କଳା ଗୋସାଇଁ ( ୪ ଥର )

😍ଏହି ସୁନ୍ଦର୍ ଭଜନ ମୋ ଓଡ଼ିଆ ଭାଇ

ଓ ଭଉଣୀ ମାନଙ୍କ ପାଇଁ😍

M-- ହଁ.. ଆଜି ଅଛି ମୁଁ କାଲି ନଥିବି

ହେଲେ ତୁ ରହିଛୁ ରହିବୁ

F--ତୋ ହସ ରେ ମୁଁ ହସିବି

ମୋ ଲୁହ ମୋ ପାଇଁ ରଖିବୁ..

M-- ତୋ ପାଦ ଧରିଛି....... ଭରସା କରିଛି

ଆଉ କିଛି ମାଗୁଁ ନି ସାଇଁ...

F-- ହେ କଳା ଗୋସାଇଁ ( ୪ ଥର )

🙏ପ୍ରଭୁ ଜଗନ୍ନାଥଙ୍କ ଆଶୀ୍ବାଦ

ଅମୋ ସମସ୍ତଙ୍କ ଉପରେ ଥାଉ🙏

ଆପଣା ର ମୁଁ ଭାବି ଛି ତୋତେ

ରଖିଛି ଛାତିରେ ସଜେଇ....

M-- ହଁ କେବେ କେମିତି ଦୋଷ ଦେଖିଲେ

ଦବୁନି ମୋତେ ତୁ ଦୂରେଇ..

F-- ଯେମିତି ରଖିଛୁ ଭଲରେ ରଖିଛୁ

ଆଉ କିଛି ଲୋଡା ମୋ ନାହିଁ....

M-- ହେ କଳା ଗୋସାଇଁ (୪ ଥର)

F-- ଦୁଃଖ ରେ ଡାକୁଛି ତୋତେ

ସୁଖ ରେ ଖୋଜୁଛି ତୋତେ

M-- ଏଇ ନୀତି ନୀତି ତୋର ନାମ ଗାଈ

ଜିଁ ଛି ମୁଁ ତୋରି ପାଇଁ....

F-- ହେ କଳା ଗୋସାଇଁ (୪ ଥର)

M-- ହେ କଳା ଗୋସାଇଁ (୪ ଥର)

🙏ଜଗନ୍ନାଥ ସମସ୍ତଙ୍କୁ ସୁଖରେ ରଖନ୍ତୁ

ଜୟ ଜଗନ୍ନାଥ ସ୍ଵାମୀ🙏

Krishna jeena থেকে আরও

সব দেখুনlogo