କାହା ହାତ-ଗଢ଼ା ତୁ one piece नख़री?
नख़रा ରେ ତୋର ମୋ ମନ ଯାଏ ବତୁରି
Woo-wo, କାହା ହାତ-ଗଢ଼ା ତୁ one piece नख़री?
नख़रा ରେ ତୋର ମୋ ମନ ଯାଏ ବତୁରି
ପଦାକୁ ଯେବେଠୁ କାଢ଼ିଛି ପାଦ ମୁଁ
ଚର୍ଚ୍ଚାହୁଏ ମୋର ଭାରି
"Bom diggy, bom diggy" दिल ମୋର बोले
ତୁ ମୋ किनारा
Hmm, କିଛି କିଛି ମନରେ ହୁଏ, ଦେଲେ ତୁ ଇଶାରା
ନିଆଁରା ତୁ ଭାରି ହଁ, looking wow
Baby, your beauty is trending now! Trending now
Baby, your beauty is trending now! Trending now
Ah-ah, Everybody put your hands up in the air
My baby is a trend setter, trend setter
Let me, let me once, I′ll be your rapper
I've seen beauty, I don′t like one
Delhi, Bombay, Pune, the world is so high
Big, big, bigger, big, big, bigger
But my baby is Orissa's highfy
Highfy hi-hi, highfy-highfy
ପ୍ରେମରେ ତୋ ବଦନାମ୍ ହେଲେ ପଛେ ହେଇଯିବି
ତୋର ମୋର सरगम, रियाज़ ହଁ କରୁଥିବି
Woo-wo, ଉପରୁ ତୁ ଚକାଚକ, ଭିତରୁ ତୁ मतलबी
Compliment ପାଇ ତୋର ଲାଗୁଛି ମୁଁ ଫସିଯିବି
"Shaka laka, shaka laka boom" दिल बोले
ତୁ ମୋ ବନିଯା
ହସି ହସି ତୁ ଚାହାଁନା ରେ, ପାଉଛି ମୁଁ सज़ा
ନଯା' ଗୋରୀ ତୁ ଭାରି looking wow
Baby, your beauty is trending now! Trending now
Baby, your beauty is trending now! Trending now
ମନରେ ମୋ Fevigum ଏମିତି ତୁ ଲଗେଇଲୁ
ଛଡ଼େଇଲେ छूटे କମ୍, ନିଦ ମୋର ଉଡ଼େଇଲୁ
Woo-wo, ′ପ୍ରେମରେ ତୁ बेशरम" କହ କାହିଁ ହେଇଗଲୁ
ଫାଙ୍କାଥିଲା ମନ ମୋର, क़ाबू କରି ନେଇଗଲୁ
"Dhikchaka, dhikchaka" दिल ମୋର डोले
ତୋ ପାଇଁ गुड़िया
ଧୀରେ ଧୀରେ ତୋ छेड़खानी ଲାଗୁଛି ବଢ଼ିଆ
ସାରାରାତି ତୁ ଭାରି looking wow
Baby, your beauty is trending now! Trending now
Baby, my beauty is trending now! Trending now