menu-iconlogo
huatong
huatong
namita-agrawal-he-guru-sad-guru-sai-guru-namo-namo-odia-sai-bhajn-om-sai-ram-cover-image

He Guru Sad Guru Sai Guru Namo Namo Odia Sai Bhajn Om Sai Ram

Namita Agrawalhuatong
꧁.🌸🅑🅐🅓🅐🅛🌸.꧂huatong
লিরিক্স
রেকর্ডিং
ହେ ଗୁରୁ ସଦଗୁରୁ ସାଇ ଗୁରୁ ନମୋ ନମୋ

ହେ ବାବା ସାଇ ବାବା ମହାଆତ୍ମା ନମୋ ନମୋ

ହେ ଗୁରୁ ସଦଗୁରୁ ସାଇ ଗୁରୁ ନମୋ ନମୋ

ହେ ବାବା ସାଇ ବାବା ମହାଆତ୍ମା ନମୋ ନମୋ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ହେ ବିଭୁ ତାର ବିଭୁ ସତ୍ୟ ଶିବନମୋ ନମୋ

ହେପ୍ରଭୁ ମହାପ୍ରଭୁ ବ୍ରହ୍ମଯୋଗୀ ନମୋ ନମୋ

ହେ ବିଭୁ ତାର ବିଭୁ ସତ୍ୟ ଶିବନମୋ ନମୋ

ହେପ୍ରଭୁ ମହାପ୍ରଭୁ ବ୍ରହ୍ମଯୋଗୀ ନମୋ ନମୋ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ହେ ଦାତା ସତ୍ୟସତା ସୁଖ ଦାତା ନମୋ ନମୋ

ହେ ବନ୍ଧୁ କୃପା ସିନ୍ଧୁ ଦୁଖୀ ବନ୍ଧୁ ନମୋ ନମୋ

ହେ ଦାତା ସତ୍ୟସତା ସୁଖ ଦାତା ନମୋ ନମୋ

ହେ ବନ୍ଧୁ କୃପା ସିନ୍ଧୁ ଦୁଖୀ ବନ୍ଧୁ ନମୋ ନମୋ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ହେ ସ୍ଵାମୀ ଅର୍ନ୍ତ ଯ୍ୟାମୀ ପରଆତ୍ମା ନମୋ ନମୋ

ହେ ରାଜା ମହା ରାଜା ରାଜଯୋଗୀ ନମୋ ନମୋ

ହେ ସ୍ଵାମୀ ଅର୍ନ୍ତ ଯ୍ୟାମୀ ପରଆତ୍ମା ନମୋ ନମୋ

ହେ ରାଜା ମହା ରାଜା ରାଜଯୋଗୀ ନମୋ ନମୋ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ହେ ସତ୍ୟ ଧୃବ ସତ୍ୟ ସନାତନ ନମୋ ନମୋ

ହେ ନାଥ ଜଗନ୍ନାଥ ସାଇ ନାଥ ନମୋ ନମୋ

ହେ ସତ୍ୟ ଧୃବ ସତ୍ୟ ସନାତନ ନମୋ ନମୋ

ହେ ନାଥ ଜଗନ୍ନାଥ ସାଇ ନାଥ ନମୋ ନମୋ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ହେ ଦେବ ଗୁରୁ ଦେବ ଜ୍ଞାନ ଦାତା ନମୋ ନମୋ

ହେ ବ୍ରହ୍ମହ ସୂର୍ଯ୍ୟ ସମ ପରମ ବ୍ରହ୍ମହ ନମୋ ନମୋ

ହେ ଦେବ ଗୁରୁ ଦେବ ଜ୍ଞାନ ଦାତା ନମୋ ନମୋ

ହେ ବ୍ରହ୍ମହ ସୂର୍ଯ୍ୟ ସମ ପରମ ବ୍ରହ୍ମହ ନମୋ ନମୋ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

ଓଁ ସାଇ ରାମ ଓଁ ସାଇ ରାମ ଓଁ ସାଇ ରାମ ଓଁ

Namita Agrawal থেকে আরও

সব দেখুনlogo

আপনার পছন্দ হতে পারে