menu-iconlogo
huatong
huatong
namita-agrawal-luha-mate-deichu-maa-odia-laxmi-bhajan-namita-agrawal-cover-image

Luha Mate Deichu Maa ..Odia Laxmi Bhajan Namita Agrawal

Namita Agrawalhuatong
꧁.🌸🅑🅐🅓🅐🅛🌸.꧂huatong
লিরিক্স
রেকর্ডিং
@ UPLOADING BY:-

꧁🌸🅑🅐🅓🅐🅛🌸꧂

🎻BADAL💞MUSIC💞CARE🎻

ROOM ID :-470457 ,

ଲୁହ ମୋତେ ଦେଇଛୁ ମା~~

ତୋ ପାଦ ଧୋଇବି ବୋଲି,

ତୋ ପାଦ ଧୋଇବି ବୋଲି

ଦୁଃଖ ମୋତେ ଦେଇଛୁ ମା~~

ତତେ ମୁଁ ଡାକିବି ବୋଲି,

ତତେ ମୁଁ ଡାକିବି ବୋଲି

ଅଭାବ ରେ ରଖିଛୁ ମା

ତତେ ମୁଁ ମାଗିବି ବୋଲି

ଅଭାବ ରେ ରଖିଛୁ ମା

ତତେ ମୁଁ ମାଗିବି ବୋଲି,

ତତେ ମୁଁ ମାଗିବି ବୋଲି

ଲୁହ ମୋତେ ଦେଇଛୁ ମା~~

ତୋ ପାଦ ଧୋଇବି ବୋଲି,

ତୋ ପାଦ ଧୋଇବି ବୋଲି

@ RUQUESTED & LYRICS BY:-

🌹💖💐Ipsita_star211🌹💖💐

🎻BADAL💞MUSIC💞CARE🎻

ROOM ID :-470457 ,

ଲୁହରେ ମୁଁ ନିତି ତୋ ମୁହଁ ଦେଖୁଛି

ଦୁଃଖରେ ଥାଇବି ସୁଖ ମୁଁ ପାଉଛି

@ RUQUESTED & LYRICS BY:-

🌹💖💐Ipsita_star211🌹💖💐

ଲୁହରେ ମୁଁ ନିତି ତୋ ମୁହଁ ଦେଖୁଛି

ଦୁଃଖରେ ଥାଇବି ସୁଖ ମୁଁ ପାଉଛି

ପର ମୋତେ କରିଛୁ ମା

ତତେ ମୁଁ ପୂଜିବି‌ ବୋଲି,

ତତେ ମୁଁ ପୂଜିବି ବୋଲି

ଦୂର ମୋତେ କରିଛୁ ମା ତତେ ମୁଁ ଖୋଜିବି ବୋଲି

ଦୂର ମୋତେ କରିଛୁ ମା ତତେ ମୁଁ ଖୋଜିବି ବୋଲି,

ତତେ ମୁଁ ଖୋଜିବି ବୋଲି,

ଲୁହ ମୋତେ ଦେଇଛୁ ମା~~

ତୋ ପାଦ ଧୋଇବି ବୋଲି,

ତୋ ପାଦ ଧୋଇବି ବୋଲି

@ UPLOADING BY:-

꧁🌸🅑🅐🅓🅐🅛🌸꧂

🎻BADAL💞MUSIC💞CARE🎻

ROOM ID :-470457 ,

ଅଭାବରେ ଥାଇ ତୋ ଭାବ ପାଇଛି

ସେ ଭାବରେ କେତେ ଲାଭ ମୁଁ ଜାଣିଛି

@ RUQUESTED & LYRICS BY:-

🌹💖💐Ipsita_star211🌹💖💐

ଅଭାବରେ ଥାଇ ତୋ ଭାବ ପାଇଛି

ସେ ଭାବରେ କେତେ ଲାଭ ମୁଁ ଜାଣିଛି

ଭଙ୍ଗା ଘରେ ରଖିଛୁ ମା~~

ତୋ ଦୂଅରେ ଯିବି ବୋଲି

ତୋ ଦୂଅରେ ଯିବି ବୋଲି

ଭବ ଜଳେ ଭସେଇଛୁ ତତେ ମୁଁ ଭଜିବି ବୋଲି

ଭବ ଜଳେ ଭସେଇଛୁ ତତେ ମୁଁ ଭଜିବି ବୋଲି

ତତେ ମୁଁ ଭଜିବି ବୋଲି

ଲୁହ ମୋତେ ଦେଇଛୁ ମା ~~

ତୋ ପାଦ ଧୋଇବି ବୋଲି

ତୋ ପାଦ ଧୋଇବି ବୋଲି

ଦୁଃଖ ମୋତେ ଦେଇଛୁ ମା

ତତେ ମୁଁ ଡାକିବି ବୋଲି

ତତେ ମୁଁ ଡାକିବି ବୋଲି

@ UPLOADING BY:-

꧁🌸🅑🅐🅓🅐🅛🌸꧂

🎻BADAL💞MUSIC💞CARE🎻

ROOM ID :-470457 ,

Namita Agrawal থেকে আরও

সব দেখুনlogo