Manara Desare Premara Sahara
࿐࿐࿐༄༄༄༄༄࿐࿐࿐
⃝Singer=MOHAMMAD AZiZ
ANURADHA PAUDWAL
Category:SUNA CHADHEi{1988}
UPLOADiNG-BY
⃝PRABHAT CREATION
ᘛROOM--IDᘛ
876530--1310597
Time.LiNE-00:18
M= ମନର ଦେଶରେ,ପ୍ରେମର ସହର
ପ୍ରେମର ସହରେ,ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା ଦୁଇଗୋଟି ନାମ.
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
࿐࿐࿐࿐࿐࿐
M=ମନର ଦେଶରେ
F=ପ୍ରେମର ସହର
M=ପ୍ରେମର ସହରେ
F=ଛୋଟ ଗୋଟେ ଘର
M=ସେ ଘର ଆଗରେ ଲେଖା କୁହ କାହା ନାମ
F=ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
⃝Singer=MOHAMMAD AZiZ
ANURADHA PAUDWAL
Category:SUNA CHADHEi{1988}
UPLOADiNG-BY
⃝PRABHAT CREATION
ᘛROOM--IDᘛ
876530--1310597
Time.LiNE-01:48
F= ଶୁଣିଛି ମୁଁ ପ୍ରେମ କାଳେ ଦୁନିଆଁ ଠୁ ବଡ଼
ଆମେ କିଆଁ ତୋଳୁଥିବ ଛୋଟ ଗୋଟେ ଘର
࿐࿐࿐࿐࿐࿐
F= ଏ ଆକାଶ ଛତା ଆମ ଦୁନିଆଁ ଟା ଭଲ
ସଭିଏଁ ତ ନିଜ ଆମ କେହି ନାହି ପର
ସବୁଜ ଏ ବନେ ନୀଳ ପରବତ
ନୀଳ ପରବତ ତୁଷାର ପଥର
ସେ ପଥରେ ଲେଖା ଥାଉ ଦୁଇ ଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
⃝Singer=MOHAMMAD AZiZ
ANURADHA PAUDWAL
Category:SUNA CHADHEi{1988}
UPLOADiNG-BY
⃝PRABHAT CREATION
ᘛROOM--IDᘛ
876530--1310597
Time.LiNE-03:20
M= ମୋ ମନ ର ଅନାମିକା ମିଳି ଗଲା ବୋଲି
ଜୀବନ କୁ ସପନ ର ହାତେ ବିକି ଦେଲି
࿐࿐࿐࿐࿐࿐
ଏ ଟିକିଲି ବଦଳ ରେ କପାଳ ରେ ତୋର
ନିଜ ହାତେ ଭରି ଦେବି ସୁହାଗ ସିନ୍ଦୂର
ଦେଖୁ ଏ ଦୁନିଆଁ ଆମ ଏ କାହାଣୀ
କାହାଣୀ ରେ ଜିଇଁ ରହୁ ଏ ଚାହାଣି
ଏ ଚାହାଣି ପଛେ ଅଛି ଗୋଟିଏ ସପନ
ଯେଉଁଟି ତୁମର ସେଇଟି ମୋହର
ଯେଉଁଟି ତୁମର ସେଇଟି ମୋହର
M/F=ମନର ଦେଶରେ,ପ୍ରେମର ସହର
ପ୍ରେମର ସହରେ,ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
{Thank you for Next track}