menu-iconlogo
huatong
huatong
লিরিক্স
রেকর্ডিং
ଯେବେଠୁ ଦେଖିଛି ତାକୁ ମୋ ଆଖି

ନିଦ ମୋ ହଜି ଯାଇଛି

ହୋ, ଯେତେ ଦୂରେ ଥିଲେ ଥାଉ ସେ ପଛେ

ସ୍ମୃତିରେ ତା ଭିଜୁଛି

ସିଏ କି ଜାଣେ ତା ପ୍ରେମରେ କେତେ ରାତି ଦିନ ମୁଁ ଜଳୁଛି

ସିଏ ମୋ ମିଠା ସୁର, ସିଏ ମୋ ମିଠା ଗୀତ

ତା ପାଇଁ ଝୁରେ ମନ

ସିଏ ମୋ ପ୍ରଥମ ପ୍ରେମ, ମିଠା ସପନ, ଋତୁ ଫଗୁଣ

ପ୍ରଥମ ପ୍ରେମ, ମିଠା ସପନ, ଋତୁ ଫଗୁଣ

(क़ुबूल है)

ହଁ, ଜାଣି ତ ନଥିଲି ମୋ ପାଇଁ ଜଣେ ଏତେ ପାଗଳ ସାଜିଛି

ହୋ, ମଲା ଯାଏଁ ତା ହାତ ଛାଡିବିନି, ଆଜି ମୁଁ କଥା ଦଉଛି

ଦୁନିଆଁର ଯେତେ ବାଧା ବନ୍ଧନ ଆଜି ମୁଁ ଭାଙ୍ଗି ଦଉଛି

ତୋ ବିନା ଆରେ ସାଥି ଜିଇଁବି ମୁଁ କେମିତି?

ତୋ ପାଇଁ ଏଇ ଜୀବନ

ତୁ ମୋର ପ୍ରଥମ ପ୍ରେମ, ମିଠା ସପନ, ଋତୁ ଫଗୁଣ

ତୁ ମୋର ପ୍ରଥମ ପ୍ରେମ, ମିଠା ସପନ, ଋତୁ ଫଗୁଣ

ପ୍ରଥମ ପ୍ରେମ, ମିଠା ସପନ, ଋତୁ ଫଗୁଣ

ତୁ ହି ତୁ

ତୁ ହି ତୁ

ତୁ ହି ତୁ

Satyajeet Pradhan/Aseema Panda থেকে আরও

সব দেখুনlogo