RK MUSIC PRESENCE
ସାରା ରା
ସାରା ରା
ସିଲି ସିଲି
ସିଲି ସିଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
ମୁଁ ପଢି ଦେଲି ପଢି ଦେଲି
ତୋ ମନ କଥା ପଢି ଦେଲି
ପଢୁ ପଢୁ ଭଲ ପାଇଗଲି
ପାଇଗଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
ମୋ ବାଟରେ ମୁଁ ଯାଉଥିଲି
ମୁଁ ତତେ ଦେଖି ରହିଗଲି
ଦେଖୁ ଦେଖୁ ମନ ଦେଇଦେଲି
ଦେଇଦେଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
Its RK MUSIC CREATION
Search in " RK MUSIC"
ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ
ଆଖି ଦୁଇ ପକ୍ଷୀ ମୋର ଉଡି ଗଲେ ଦୂରକୁ
ଦୂରେ ଦୂରେ ଖୋଜି ଖୋଜି ପାଇଗଲି ଜଣକୁ
ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ
ମୁଁ ଛୁଇଁଦେଲି ଛୁଇଁଦେଲି
ତୋ ମନକୁ ମୁଁ ଛୁଇଁଦେଲି
ଛତି ତଳେ ତୋର ଘର କଲି
ଘର କଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି
ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି
ଆଖି କଥା ଆଖି ବୁଝେ ମନ ଜାଣି ହୁଏନା
ଅଧାକଥା ବୁଝିହୁଏ ଅଧା ବୁଝି ହୁଏନା
ମୋ ନିଦକୁ ମୁଁ ହଜେଇଲି
ମୋ ସପନ ମୁଁ ସଜେଇଲି
ନୂଆ ଦୁନିଆଁ ରେ ପାଦ ଦେଲି
ପାଦ ଦେଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
ମୁଁ ପଢି ଦେଲି ପଢି ଦେଲି
ତୋ ମନ କଥା ପଢି ଦେଲି
ପଢୁ ପଢୁ ଭଲ ପାଇଗଲି
ପାଇଗଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
ସାରା ରା ସାରା ରା ସିଲି ସିଲି
Thanks Friends
Stay tuned for more Updates