menu-iconlogo
huatong
huatong
avatar

Tume Lutaucha

Susmita Dashuatong
লিরিক্স
রেকর্ডিং
ତୁମେ ଲୁଟାଉଚ ଶହ ପରେ ଶହ

ଅନୁରୋଧ: ପ୍ରିୟଦର୍ଶିନୀ ସେନ୍

ଅପଲୋଡ୍: ନୃସିଂହ ନାୟକ

0.36 ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ଏମିତି ସଉଦା କହ କିଏ କରେ

ଏମିତି ସଉଦା କହ କିଏ କରେ

ଦୁନିଆର କୋଉ ବଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

****Music****

1.47 ଆଇନାରୁ ମୁଁ ତ ନିଜକୁ ଲୁଚାଏ ମଣିଷକୁ କିଏ ପଚାରେ

Short Music

2.01 ଆ...ଆଇନାରୁ ମୁଁ ତ ନିଜକୁ ଲୁଚାଏ ମଣିଷକୁ କିଏ ପଚାରେ

ଖାଲି ତୁମ ଲାଗି ହୋଇଛି ମୁଁ ଛିଡା

ଖାଲି ତୁମ ଲାଗି ହୋଇଛି ମୁଁ ଛିଡା

ଆଜି ଏଇ ଭରା ବଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

2.44****Music****

ଅନୁରୋଧ: ପ୍ରିୟଦର୍ଶିନୀ ସେନ୍

3.03 କାଲି ଖରା ବେଳେ ମୁଁ ଯାଉଥିଲି ଉଡାଇ ମୋ ନାଲି ପଣତ

Short Music

3.16 ହାଁ..କାଲି ଖରା ବେଳେ ମୁଁ ଯାଉଥିଲି ଉଡାଇ ମୋ ନାଲି ପଣତ

ମୁଁ ହସି ଦେଲି

ମୁଁ ହସି ଦେଲି ଟିକେ ମଜାରେ ତେଣେ

ନିଆଁ ଲାଗିଗଲା ବଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

3.59****Music****

4.09 ସଂଜର ଗହଳ କମି ଆସିଲାଣି ବନ୍ଦ ହେଇଯିବ ଦୋକାନ

ସଂଜର ଗହଳ କମି ଆସିଲାଣି ବନ୍ଦ ହେଇଯିବ ଦୋକାନ

ଖାଲି ଦି ଚାରିଟି ତାରା ଛଡା ଏଠି

ଖାଲି ଦି ଚାରିଟି ତାରା ଛଡା ଏଠି

କେହି ନ ଥିବେ ଏ ବଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

5.00****Music****

ଅପଲୋଡ୍: ନୃସିଂହ ନାୟକ

5.15 ଆଜିର ଅୟସ କାଲିର ବୟଷ ଭିତରେ ଫରକ ଅନେକ

Short Music

5.29 ଆଜିର ଅୟସ କାଲିର ବୟଷ ଭିତରେ ଫରକ ଅନେକ

ଆଜି ଦେବ୍ ଦାସ୍ ବାଜି ଜିତେ ସିନା

ଆଜି ଦେବ୍ ଦାସ୍ ବାଜି ଜିତେ ସିନା

କାଲି ନଥିବ ସେ ବଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ଏମିତି ସଉଦା କହ କିଏ କରେ

ଏମିତି ସଉଦା କହ କିଏ କରେ

ଦୁନିଆର କୋଉ ବଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତୁମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟାଉଚି ହଜାରେ

ତମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟଉଚି ହଜାରେ

ତମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟଉଚି ହଜାରେ

ତମେ ଲୁଟାଉଚ ଶହ ପରେ ଶହ ମୁଁ ଲୁଟଉଚି ହଜାରେ

ତମେ ଲୁଟାଉଚ.....

Susmita Das থেকে আরও

সব দেখুনlogo