menu-iconlogo
huatong
huatong
t-shourie-sita-lo-aji-jaluchi-jahara-chita-lo-cover-image

Sita Lo Aji Jaluchi Jahara Chita Lo

T. Shouriehuatong
লিরিক্স
রেকর্ডিং
ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ହାଁ..ଏଇ ଚିତା ଥିଲା କାଲି ତୋପାଦ ଅଳତା

ଏ ଅଳତା ପାଇଁ ନୀତି ଜାଳୁଥିଲୁ ସଳିତା

ଜଳେଲୋ ଜଳି ପାଉଁଶ ହୁଏସେ ସଳିତାଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ହୋ ଓ ଓ ଓ

ସିନ୍ଥିର ସିନ୍ଦୂର ତୋର ହେଲା ଆଜି ଅଙ୍ଗାର

ହୋ ଓ ଓ ଓ

ଜିଇଁବାକୁ ହେବ ତୋତେ ପିଇ ପିଇ ଜହର

ହୋ ଓ ଓ ଓ

ବାହୁନି ବାହୁନି କାନ୍ଦେ.. ହାଏ

ବାହୁନି ବାହୁନି କାନ୍ଦେ ତୋକୋଳେ ମମତାଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ହୋ ଓ ଓ ଓ

ଆଉକେ କରିବ ଥଟା ତୋତେ କହି ଉଦଣ୍ଡି

ହୋ ଓ ଓ ଓ

ବାଟ ଭାଙ୍ଗି ଚାଲିଗଲା ଅଧା ବାଟେ ସେ ଭଣ୍ଡି

ହୋ ଓ ଓ ଓ

ମନ୍ଦିର ପଡ଼ିଛି ଖାଲି...ହାଏ

ମନ୍ଦିର ପଡ଼ିଛି ଖାଲି ନାହିଁ ତୋ ଦେବତା ଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

ହାଁ..ଏଇ ଚିତା ଥିଲା କାଲି ତୋପାଦ ଅଳତା

ଏ ଅଳତା ପାଇଁ ନୀତି ଜାଳୁଥିଲୁ ସଳିତା

ଜଳେଲୋ ଜଳି ପାଉଁଶ ହୁଏସେ ସଳିତାଲୋ

ସୀତାଲୋ ଆଜି ଜଳୁଚି ଯାହାର ଚିତାଲୋ

T. Shourie থেকে আরও

সব দেখুনlogo