UPLOADED BY?ℬℐЅᏇᎯᎫℐᏆ??SS?
SAI SARGAM FAMILY?SS?
କଥାଚିତ୍ର-ସ୍ତ୍ରୀ
କଣ୍ଠଶିଳ୍ପୀ-ଅଭିଜିତ. ସାଧନା
ଝି-ଚାନ୍ଦର ଚାନ୍ଦିନୀ ପରି
ପୁ-I LOVE YOU
ଝି-ରାଗର ରାଗିଣୀ ପରି
ପୁ-I LOVE YOU
ଝି-ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ-2ଥର
ପୁ-I LOVE YOU I LOVE YOU
ଝି- I LOVE YOU
ପୁ-ଫୁଲର ଫଗୁଣ ପରି
ଝି- I LOVE YOU
ପୁ - ମେଘର ଶ୍ରାବଣ ପରି
ଝି- I LOVE YOU
ପୁ -ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ-2 ଥର
ଝି-I LOVE YOU I LOVE
YOU
ପୁ-I LOVE YOU
UPLOADED BY ℬℐЅᏇᎯᎫℐᏆ??SS?
????????
SAI SARGAM FAMILY ?SS?
ଝି-ଭଲ ପାଇବାର ନଈ ହୋଇ ଚାରି ପାଖେ ତୁମ ଯିବି ବହି
????????
ପୁ-ସେ ନଈ ସୁଅରେ ଭାସି ଭାସି ଦିନ କଟି ଯିବ ହସି ହସି
ଝି-ତୁମେ ମୋର ସପନ ତୁମେ ମୋର ଜୀବନ ତୁମକୁ ପିନ୍ଧିଚି ସିନ୍ଦୁର କରି
ପୁ-ଚାନ୍ଦର ଚାନ୍ଦିନୀ ପରି
ଝି-I LOVE YOU
ପୁ- ରାଗର ରାଗିଣୀ ପରି
ଝି- I LOVE YOU
ପୁ- ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ-2ଥର
ଝି-I LOVE YOU I LOVE YOU
ପୁ- I LOVE YOU
UPLOADED BYℬℐЅᏇᎯᎫℐᏆ??SS?
SAI SARGAM FAMILY ?SS?
????????
ପୁ-ତୁମରି ଆଖିକୁ ଚାହିଁ ଚାହିଁ ନୀତି ମୁହଁ ଦେଖୁ ଥିବି ମୁହିଁ
????????
ଝି-ତୁମରି ପାଇଁ ତ ଦିନେ ମୋତେ ବିଧାତା ଗଢିଚି ନିଜ ହାତେ
ପୁ-ସାଥି ଆମେ ସୁଖର ସାଥି ଆମେ ଦୁଃଖର
ଆମରି ପ୍ରେମ ତ ଯିବନି ସରି
ଝି-ଚାନ୍ଦର ଚାନ୍ଦିନୀ ପରି
ପୁ-I LOVE YOU
ଝି -ରାଗର ରାଗିଣୀ ପରି
ପୁ-I LOVE YOU
ଝି-ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ -2ଥର
ପୁ- I LOVE YOU I LOVE YOU
ଝି-I LOVE YOU
ପୁ- ଚାନ୍ଦର ଚାନ୍ଦିନୀ ପରି
ଝି- I LOVE YOU
ପୁ- ରାଗର ରାଗିଣୀ ପରି
ଝି- I LOVE YOU
ପୁ- ତୁମକୁ ଚାହୁଁଚି ମନ
ସବୁ ରାତି ସବୁ ଦିନ-2ଥର
ଝି-I LOVE YOU I LOVE YOU
ଝି+ପୁ- I LOVE YOU
ପୁ - I LOVE YOU I LOVE YOU
ପୁ+ଝି- I LOVE YOU