
Chari kandha palinki re Damann
ବୁଲା ଫକିର ହେଇ ମୁଁ ଚାଲେ
ପାହାଡ ଛାଇରେ
ମୋ ଝୁଲାମୁଣି କୁ ଭରି ଦେଲ
ତୁମ ଅ ନି ଚ୍ଛା ରେ
ଏ ବିଜୁଳି ଆଲୁଅରେ ନିଜ
ମୁହଁ ଖୋଜି ଦେଖ
ଅଣଦେଖା କରିଛ ଯା ହାକୁ
ସେ ବୋଧେ ତୁ ମ ର
ତୁହା କୁ ତୁହା ବର୍ଷା ଲୁହ
ହୋଇ ବହେ ରେ
ଅସର ପଡିନି
ହେଲେ ଙ୍କାଇ କହେ ରେ
ମତେ ଦେଖା ଦିଅ କି ତୁମେ
ରକ୍ତ ରକ୍ତ ସଞ୍ଜ ବେଳରେ
ତୁମେ ଆଉ କେହି ନୁହେଁ ମୋ
ନିଛାଟିଆ ମନର ଛାଈ
ଚାରି କାନ୍ଧ ପାଲିଙ୍କି ରେ
ଜୀବନ ପରଦା କରେ
ନିଜ ଏକାକି ପଣରେ
ବହୁ ଦୂରେ ଫେରି ଯାଏ