menu-iconlogo
huatong
huatong
avatar

Tu Eka Nauria

Bhikari Balhuatong
msalexishuatong
Liedtext
Aufnahmen
ତୁ ଏକା ନାଉରିଆ

ତୁ ଏକା ନାଉରିଆ

ଅଥଳ ନୀରେ, ତୁ ଏକା ନାଉରିଆ

ତୋ ବିନା କେ ଅଛି ରେ

ତୋ ବିନା କେ ଅଛି ରେ

ମୋ ତରି ଲଗାଏ ଧୀରେ

ତୁ ଏକା ନାଉରିଆ

ଅଥଳ ନୀରେ, ତୁ ଏକା ନାଉରିଆ

ଜାଣେନା କାହିଁ ଥାଉ କେତେଦୂରେକା

ଭରମେ ଥରେ ହେଲେ ଧରିନି ତୋ ନାଁ

ଶୁଣିଛି ଲୋକ ମୁଖେ

ଶୁଣିଛି ଲୋକ ମୁଖେ

ତୋ ଘର ସବୁରି ଘରେ

ତୁ ଏକା ନାଉରିଆ

ଅଥଳ ନୀରେ, ତୁ ଏକା ନାଉରିଆ

ସୁଖ ରେ ଖୋଜି ନାହିଁ, ଡ଼ାକୁଛି ଦୁଃଖେ ଆଜି

ମୋ ଟାଣ, ଦମ୍ଭ ଯେତେ ସବୁ ଗଲାରୁ ଭାଜି

ସମ୍ପିଲି ପାଦେ ତୋର

ସମ୍ପିଲି ପାଦେ ତୋର

ରଖ ମୋର ଦୁଃଖୁସିରେ

ତୁ ଏକା ନାଉରିଆ

ଅଥଳ ନୀରେ, ତୁ ଏକା ନାଉରିଆ

ତୋ ବିନା କେ ଅଛି ରେ

ତୋ ବିନା କେ ଅଛି ରେ

ମୋ ତରି ଲଗାଏ ଧୀରେ

ତୁ ଏକା ନାଉରିଆ

ଅଥଳ ନୀରେ, ତୁ ଏକା ନାଉରିଆ

ତୁ ଏକା ନାଉରିଆ, ତୁ ଏକା ନାଉରିଆ

Mehr von Bhikari Bal

Alle sehenlogo