menu-iconlogo
huatong
huatong
avatar

Maa Pari Kie Haba

Govindahuatong
🙏🌹JAGANNATH🛐PREMI🌹🙏huatong
Liedtext
Aufnahmen
ମିଛ ଦୁନିଆଁ ରେ ଯଦି ସତ କିଛି ଥାଏ

ମିଛ ଦୁନିଆଁ ରେ ଯଦି ସତ କିଛି ଥାଏ ।

ନାରୀ ରୂପୀ ନାରାୟଣୀ ମାଆ ଏକା ସିଏ

ନାରୀ ରୂପୀ ନାରାୟଣୀ ମାଆ ଏକା ସିଏ

ଯଶୋଦାର ସ୍ନେହ ଦବ

ବସୁଧା ଠୁ ସହୁଥିବ

ଦୁଃଖରେ ଆହା କରିବ

ବିପଦରେ ସାହା ହବ

ଲୁହ ଲହୁ ମୂଲ ତାର କିଏବା ସୁଝିବା

ମା ପରି

ମା ପରି

ମା ପରି କିଏ ହବ

ମା ପରି

ମା ପରି

ମା ପରି କିଏ ହବ

ଯଶୋଦାର ସ୍ନେହ ଦବ

ବସୁଧା ଠୁ ସହୁଥିବ

ଦୁଃଖରେ ଆହା କରିବ

ବିପଦରେ ସାହା ହବ

ଲୁହ ଲହୁ ମୂଲ ତାର କିଏବା ସୁଝିବ

ମା ପରି

ମା ପରି

ମା ପରି କିଏ ହବ

ମା ପରି

ମା ପରି

ମା ପରି କିଏ ହବ

ତା ଆଖିରେ ମଣିଷତ ଦୁନିଆଁ କୁ ଦେଖେ

ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ

ତା ଆଖିରେ ମଣିଷତ ଦୁନିଆଁ କୁ ଦେଖେ

ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ

ତା କୋଳେ ଥାଏ ସରଗ ସୁଖ

ପଣତରେ ପୋଛେ ଜୀବନ ଦୁଃଖ

ହଜିଥିଲେ ଖୋଜିଦବ

ଭାଙ୍ଗିଥିଲେ ଗଢିଦବ

ଅଳି କଳି ସହୁଥିବ

ଧୂଳି ଝାଡ଼ି ଦଉଥିବ

ପଣତରେ ଲୁହପୋଛି ଓଠେ ହସ ଦବ

ମା ପରି

ମା ପରି

ମା ପରି କିଏ ହ

ମା ପରି

ମା ପରି

ମା ପରି କିଏ ହବ

ମାଆ ର ମମତା କରେ କଣ୍ଟାକୁ ବି ଫୁଲ

ସୁଝି ହୁଏନାହିଁ ତାର କଷଣ ର ମୂଲ

ମାଆ ର ମମତା କରେ କଣ୍ଟାକୁ ବି ଫୁଲ

ସୁଝି ହୁଏନାହିଁ ତାର କସଣର ମୂଲ ।

ଆଶିଷ ତାର ଗଙ୍ଗାର ଧାର

ସକଳ ତୀର୍ଥ ଚରଣେ ତାର

ସରଗ ଠୁ ବଡ଼ ସିଏ

ଦେଖି ମନ ପୁରିଯାଏ

ଯେତେ ଦିନ ସୂର୍ଯ୍ୟ ଥିବ

ଜହ୍ନ ତାରା ହସୁଥିବ

ମାଆ ସେତ ଦୁନିଆଁ ରେ ପୂଜା ପାଉଥିବ

ମା ପରି

ମା ପରି

ମା ପରି କିଏ ହବ

ମା ପରି

ମା ପରି

ମା ପରି କିଏ ହବ

ତୁହିତ ଦେଇଛୁ ଆମ ଆଖିରେ ସପନ

ତୋ କାନିରେ ବନ୍ଧା ପରା ଆମରି ଜୀବନ

ଦୁହିତ ଦେଇଛୁ ଆମ ଆଖିରେ ସପନ

ତୋ କାନିରେ ବନ୍ଧା ପରା ଆମରି ଜୀବନ

ତୋ ପାଦତଳେ ରଖୁବୁ ମନ

ପୂଜାରେ ତୋର କାଟିବୁ ଦିନ

ମାଆ ତୋ ମନକୁ ଜାଣି

ପଥର କରିବୁ ପାଣି

ଏ ଦୁନିଆଁ ଦେଖୁଥିବ

ଧନ୍ୟ ତତେ କହୁଥିବ

ତୋ ପାଇଁ ଲୋଡ଼ା ହେଲେ ଏ ଜୀବନ ଯିବ

ମା ପରି

ମା ପରି

ମା ପରି କିଏ ହବ

ମା ପରି

ମା ପରି

ମା ପରି କିଏ ହବ

ମା ପରି କିଏ ହବ

ମା ପରି କିଏ ହବ

ମା ପରି କିଏ ହବ

Mehr von Govinda

Alle sehenlogo