menu-iconlogo
huatong
huatong
avatar

Mamatara Madhumati

Ira Mohanty/Prashant Mudulihuatong
aug221981huatong
Liedtext
Aufnahmen
ମମତାର ମଧୁମତୀ ସରମୀ ଲତିକା ହାଏ

ପ୍ରୀତି ପାଗଳିନୀ ତୋର ମାନିନୀ ରାଧିକା

ପ୍ରିୟ ଲାଗି ସାଜିଅଛି ଅଭିସାରିକା

ପ୍ରିୟ ଲାଗି ସାଜିଅଛି ଅଭିସାରିକା

ମମତାର ମଧୁମତୀ ସରମୀ ଲତିକା

ପ୍ରୀତି ପାଗଳିନୀ ତୋର ମାନିନୀ ରାଧିକା

ପ୍ରିୟ ଲାଗି ସାଜିଅଛି ଅଭିସାରିକା

ପ୍ରିୟ ଲାଗି ସାଜିଅଛି ଅଭିସାରିକା

ହୋ-ହୋ-ହୋ-ହୋ-ହୋ

ହୋ-ହୋ-ହୋ-ହୋ-ହୋ

ପ୍ରିୟ ଲାଗି ସାଜ ଆଜି ଅଭିସାରିକା

ପ୍ରିୟ ଲାଗି ସାଜ ଆଜି ଅଭିସାରିକା

ମମତାର ମଧୁମତୀ ସରମୀ ଲତିକା

ପ୍ରୀତି ପାଗଳିନୀ ତୋର ମାନିନୀ ରାଧିକା

ପ୍ରିୟ ଲାଗି ସାଜ ଆଜି ଅଭିସାରିକା

ପ୍ରିୟ ଲାଗି ସାଜ ଆଜି ଅଭିସାରିକା

କାମନାର କୁଳୁ ଗୀତି ଗାଏ ଝରଣା

ମନ କେଶବାସ ନୀଳ ମେଘ ବରଣା

କାମନାର କୁଳୁ ଗୀତି ଗାଏ ଝରଣା

ମନ କେଶବାସ ନୀଳ ମେଘ ବରଣା

ଘେନ ତାର ଉପହାର ବନ କଳିକା

ଘେନ ତାର ଉପହାର ବନ କଳିକା

ମମତାର ମଧୁମତୀ ସରମୀ ଲତିକା

ପ୍ରୀତି ପାଗଳିନୀ ତୋର ମାନିନୀ ରାଧିକା

ପ୍ରିୟ ଲାଗି ସାଜିଅଛି ଅଭିସାରିକା

ପ୍ରିୟ ଲାଗି ସାଜିଅଛି ଅଭିସାରିକା

ନୀଳ ମୌସୁମୀ ହୋଇ ଝର ଜୀବନେ

ତୋଳିନିଅ ମୋତେ କୂଳେ ନୀଳନିଜଳେ

ନୀଳ ମୌସୁମୀ ହୋଇ ଝର ଜୀବନେ

ତୋଳିନିଅ ମୋତେ କୂଳେ ନୀଳନିଜଳେ

ଖେଳିବାଗୋ ଲୁଚକାଳି ଛାୟା ଚନ୍ଦ୍ରିକା

ଖେଳିବାଗୋ ଲୁଚକାଳି ଛାୟା ଚନ୍ଦ୍ରିକା

ମମତାର ମଧୁମତୀ ସରମୀ ଲତିକା

ପ୍ରୀତି ପାଗଳିନୀ ତୋର ମାନିନୀ ରାଧିକା

ପ୍ରିୟ ଲାଗି ସାଜ ଆଜି ଅଭିସାରିକା

ପ୍ରିୟ ଲାଗି ସାଜ ଆଜି ଅଭିସାରିକା (ପ୍ରିୟ ଲାଗି ସାଜିଅଛି ଅଭିସାରିକା)

ପ୍ରିୟ ଲାଗି ସାଜ ଆଜି ଅଭିସାରିକା

ପ୍ରିୟ ଲାଗି ସାଜ ଆଜି ଅଭିସାରିକା (ପ୍ରିୟ ଲାଗି ସାଜିଅଛି ଅଭିସାରିକା)

Mehr von Ira Mohanty/Prashant Muduli

Alle sehenlogo