menu-iconlogo
huatong
huatong
avatar

Dinabandhu Daitari

Namita Agrawalhuatong
rachelmb_starhuatong
Liedtext
Aufnahmen

ଦୀନବନ୍ଧୁ ଦଇତାରି,ଦୁଃଖ ନଗଲା ମୋହରି

ଦୀନବନ୍ଧୁ ଦଇତାରି,ଦୁଃଖ ନଗଲା ମୋହରି

ହେଲ କି ନିଷ୍ଠୁର ଚିତ୍ତ

ହେଲ କି ନିଷ୍ଠୁର ଚିତ୍ତ

ନୀଳାଚଳେ ବିଜେ କରି

ଦୀନବନ୍ଧୁ ଦଇତାରି ଦୁଃଖ ନଗଲା ମୋହରି

ଦୀନବନ୍ଧୁ ଦଇତାରି

ଲକ୍ଷେ ଯୋଜନରେ ଗଜ,ଡାକିଲା ହେ ଦେବରାଜ

ଲକ୍ଷେ ଯୋଜନରେ ଗଜ,ଡାକିଲା ହେ ଦେବରାଜ

ତା ଡାକକୁ ଚତୁର୍ଭୁଜ

ତା ଡାକକୁ ଚତୁର୍ଭୁଜ

ଶୁଣିଛ ଶ୍ରବଣ ଡେରି

ଦୀନବନ୍ଧୁ ଦଇତାରି,ଦୁଃଖ ନଗଲା ମୋହରି

ଦୀନବନ୍ଧୁ ଦଇତାରି

କୁରୁପତି ସଭାସ୍ଥଳେ,ଦ୍ରୌପଦୀ ଆତଙ୍ଗ କାଳେ

କୁରୁପତି ସଭାସ୍ଥଳେ,ଦ୍ରୌପଦୀ ଆତଙ୍ଗ କାଳେ

କୋଟି ବସ୍ତ୍ର ଦେଇ ହେଳେ

କୋଟି ବସ୍ତ୍ର ଦେଇ ହେଳେ

ଲଜ୍ଜାରୁ କରିଛ ପାରି

ଦୀନବନ୍ଧୁ ଦଇତାରି,ଦୁଃଖ ନଗଲା ମୋହରି

ଦୀନବନ୍ଧୁ ଦଇତାରି

ରଖ ବା ନ ରଖ ମୋତେ,ଶରଣ ତୋ ପାଦଗତେ

ରଖ ବା ନ ରଖ ମୋତେ,ଶରଣ ତୋ ପାଦଗତେ

କହେ ବନମାଳୀ ଗୀତେ

କହେ ବନମାଳୀ ଗୀତେ

ବସିଅଛି ଧ୍ୟାନ କରି

ଦୀନବନ୍ଧୁ ଦଇତାରି,ଦୁଃଖ ନଗଲା ମୋହରି

ହେଲ କି ନିଷ୍ଠୁର ଚିତ୍ତ

ହେଲ କି ନିଷ୍ଠୁର ଚିତ୍ତ

ନୀଳାଚଳେ ବିଜେ କରି

ଦୀନବନ୍ଧୁ ଦଇତାରି,ଦୁଃଖ ନଗଲା ମୋହରି

ଦୀନବନ୍ଧୁ ଦଇତାରି

Mehr von Namita Agrawal

Alle sehenlogo