@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID ;-121001,470457
ଯଦି ମନ ଭାଙ୍ଗିବାର ଥିଲା ,ମନ ଭାଙ୍ଗିବାର ଥିଲା
ମନ ଚୋରି କଲୁ କାହିଁକି
ଯଦି ହାତ ଛାଡିବାର ଥିଲା ,ହାତ ଛାଡିବାର ଥିଲା
ହାତ ଧରୁ ଥିଲୁ କାହିଁକି
ଯଦି ଭୁଲିବାର ଥିଲା ଯଦି ଭୁଲିବାର ଥିଲା
ଭଲ ପାଉଥିଲୁ କାହିଁକି
ଭଲ ପାଉଥିଲୁ କାହିଁକି
କାହିଁକି ,କାହିଁକି ,କାହିଁକି ,କାହିଁକି
@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID ;-121001,470457
କାହିଁକି ତୁ ଦେଖେଇଲୁ ଏତେ ସପନ
ସପନ ତ ହେଇ ଗଲା ଚୁନା
ହୋ କାହିଁକି ତୁ ଦେଖେଇଲୁ ଏତେ ସପନ
ସପନ ତ ହେଇ ଗଲା ଚୁନା
କାହିଁକି ତୁ ଜଳେଇ ଲୁ ଏଇ ଜୀବନ
ମତେ ଆଜି ଜିଁବାକୁ ମନା
ଯଦି କଣ୍ଟା ଦେବା ପାଇଁ ଥିଲା ,କଣ୍ଟା ଦେବା ପାଇଁ ଥିଲା
ଫୁଲ ଦଉ ଥିଲୁ କାହିଁକି
ଯଦି ଲୁହ ଦେବା ପାଇଁ ଥିଲା ,ଲୁହ ଦେବା ପାଇଁ ଥିଲା
ହସ ଦେଉଥିଲୁ କାହିଁକି
ଯଦି ଫେରିବାର ଥିଲା ,ଯଦି ଫେରିବାର ଥିଲା
ଆସୁଥିଲୁ କହ କାହିଁକି
ଆସୁଥିଲୁ କହ କାହିଁକି
କାହିଁକି ,କାହିଁକି ,କାହିଁକି ,କାହିଁକି
@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID ;-121001,470457
ଯାହାକଲୁ ସାଥି ମୋର ମୋ ସାଥିରେ
କରୀତ ନଥିବେ କେବେ କେହି
ହୋ ଯାହାକଲୁ ସାଥି ମୋର ମୋ ସାଥିରେ
କରୀତ ନଥିବେ କେବେ କେହି
ଯାହା ଦେଲୁ ଉପହାର ମୋ ପ୍ରେମ ରେ
ଦେଇ ତ ନଥିବେ କେବେ କେହି
ଯଦି ଶୋଷ ଦେବା ପାଇଁ ଥିଲା,ଶୋଷ ଦେବା ପାଇଁ ଥିଲା
ପାଣି ଯାଚୁ ଥିଲୁ କାହିଁକି
ଯଦି ବିଷ ଦେବା ପାଇଁ ଥିଲା ,ବିଷ ଦେବା ପାଇଁ ଥିଲା
ହସ ଦଉ ଥିଲୁ କାହିଁକି
ଯଦି ମାରିବାର ଥିଲା ,ଯଦି ମାରିବାର ଥିଲା
ଜିଁବା ଶିଖେଇଲୁ କାହିଁକି
ଜିଁବା ଶିଖେଇଲୁ କାହିଁକି
କାହିଁକି ,କାହିଁକି ,କାହିଁକି ,କାହିଁକି
ଯଦି ମନ ଭାଙ୍ଗିବାର ଥିଲା ,ମନ ଭାଙ୍ଗିବାର ଥିଲା
ମନ ଚୋରି କଲୁ କାହିଁକି
ଯଦି ହାତ ଛାଡିବାର ଥିଲା ,ହାତ ଛାଡିବାର ଥିଲା
ହାତ ଧରୁ ଥିଲୁ କାହିଁକି
ଯଦି ଭୁଲିବାର ଥିଲା ଯଦି ଭୁଲିବାର ଥିଲା
ଭଲ ପାଉଥିଲୁ କାହିଁକି
ଭଲ ପାଉଥିଲୁ କାହିଁକି
କାହିଁକି ,କାହିଁକି ,କାହିଁକି ,କାହିଁକି
@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID ;-121001,470457