menu-iconlogo
huatong
huatong
odia-bhakti-kholi-kahibaki-kala-saante-cover-image

KHOLI KAHIBAKI KALA SAANTE

ODIA BHAKTIhuatong
LB🎵MUSICAL🎶🎻ଓଡ଼ିଆ🎉huatong
Liedtext
Aufnahmen
ଖୋଲି କହିବକି କଳା ସାଆନ୍ତେ ହସ କାହିଁକି ଏତେ

ଖୁସି ତୁମେ ଦେଖାଉଛ ଜଗତେ ସୁଖେ ଅଛ କି ସତେ

ଖୋଲି କହିବକି କଳା ସାଆନ୍ତେ ହସ କାହିଁକି ଏତେ

ଖୁସି ତୁମେ ଦେଖାଉଛ ଜଗତେ ସୁଖେ ଅଛ କି ସତେ

ଖିଲିପାନ ଖାଇ ଓଠ ରଙ୍ଗେଇ ଦେଇ

ମୁରୁକି ମୁରୁକି ହସ ଭୁଜ ମେଲେଇ

ଚକା ଆଖି ଟଳେ ତଳେ ଲୁହ ଚହଟେ

ମିଛ କୁହନି ମୋଟେ

ଖୋଲି କହିବକି କଳା ସାଆନ୍ତେ ହସ କାହିଁକି ଏତେ

JAGANNATH PREMI

Room id 171653

Time 9.00am

ହସିବାର ଅଭିନୟ କରୁଥାଏ ଯିଏ

ହୃଦୟରେ ଅତିଶୟ ଦୁଃଖ ତାର ଥାଏ

ହସିବାର ଅଭିନୟ କରୁଥାଏ ଯିଏ

ହୃଦୟରେ ଅତିଶୟ ଦୁଃଖ ତାର ଥାଏ

ଦୁନିଆର ଦୁଃଖୀଙ୍କ ର ଦୁଃଖ କୁ ନେଇ

ବ୍ରହ୍ମାଣ୍ଡରେ ବଡ଼ ଦୁଃଖୀ ଯାଇଛ ହେଇ.

ଦୁଃଖେ ଥାଇ ହସୁଥାଅ କେମନ୍ତେ

ଭାରି ଆତ୍ମା କୁ ବାଧେ

Request by dillip kumar

JAGANNATH PREMI

ନିଜ ଦୁଃଖ କହିଦେଲେ ଦୁଃଖ ହୁଏ ଅଧା

ମନକଥା କହିବାରେ କେଉଁ ଅସୁବିଧା

ନିଜ ଦୁଃଖ କହିଦେଲେ ଦୁଃଖ ହୁଏ ଅଧା

ମନକଥା କହିବାରେ କେଉଁ ଅସୁବିଧା

ଛାତିତଳେ ସବୁ ଦୁଃଖ ଛପେଇ ଦେଇ

ଭିତରେ ଭିତରେ ଜଳ ମାୟା ଲଗେଇ

ତୁମ ମାୟା ବୁଝିବ କେ ମରତେ

ଚିନ୍ତା କଲେ ବି ଯେତେ

ଖୋଲି କହିବକି କଳା ସାଆନ୍ତେ ହସ କାହିଁକି ଏତେ

ହସ କାହିଁକି ଏତେ

Mehr von ODIA BHAKTI

Alle sehenlogo