menu-iconlogo
huatong
huatong
avatar

Micha maya bhara(Arjuna Charan Samal)...Odia song

PRASANT-HAL-ODISHAhuatong
PRASANT-HAL-ODISHAhuatong
Liedtext
Aufnahmen
ମିଛମାୟା ଭରା ଏ ସାରା ଦୁନିଆ..

କେହି ନୁହେଁ ଆପଣାର

ନିମିଷକେ ଚୁନା ସୁନାର ସଂସାର

ସତେ ଅବା ବାଲିଘର

ସତେ ଅବା ବାଲିଘର

ମିଛମାୟା ଭରା ଏ ସାରା ଦୁନିଆ

କେହି ନୁହେଁ ଆପଣାର--୨

ନିମିଷକେ ଚୁନା ସୁନାର ସଂସାର--୨

ସତେ ଅବା ବାଲିଘର

ସତେ ଅବା ବାଲିଘର

ଚହଲା ପାଣିର ଢେଉପରି ସତେ

ସେନେହ ମମତା ଆମ

ଆଖି ପିଛୁଳାକେ ମିଳାଇ ଜାଏ ସେ

ଝୁରିହୁଏ ସିନା ମନ

ଆଜି ଯେ ନିଜର କାଲି ହୁଏ ପର

ଏକି ରୀତି ଦୁନିଆର

ମିଛମାୟା ଭରା ଏ ସାରା ଦୁନିଆ

କେହି ନୁହେଁ ଆପଣାର--୨

କିଏ ଲୋଟୁ ଥାଏ ଅୟଶରେ ନିତି

ହସ ମଉଛବେ ମାତି

କପାଳ ଆଦରି ଲୁହ ଢାଳି ଢାଳି

କାହା ଦିନ ଯାଏ ବିତି

ସରଜିଲା ଏଇ ଦୁନିଆରେ ସତେ

ଏହିକି ତାର ବିଚାର

ମିଛମାୟା ଭରା ଏ ସାରା ଦୁନିଆ

କେହି ନୁହେଁ ଆପଣାର--୨

ନିମିଷକେ ଚୁନା ସୁନାର ସଂସାର--୨

ସତେ ଅବା ବାଲିଘର

ସତେ ଅବା ବାଲିଘର

ସତେ ଅବା ବାଲିଘର

ସତେ ଅବା ବାଲିଘର

Mehr von PRASANT-HAL-ODISHA

Alle sehenlogo