menu-iconlogo
huatong
huatong
avatar

AAJI MOTE MILIGALA MO MANA MAYURI

Rk music/Odia/Akshaya Mohantyhuatong
mjb26jrhuatong
Liedtext
Aufnahmen
RK MUSIC PRESENCE

Dedicate this song to the legend

• Akhaya Mohanty

ଆଜି ମୋତେ ମିଳିଗଲା ମୋ ମନ ମୟୂରୀ

ଛାଡିବିନି ତୁମକୁ ମୁଁ ଯିବି ପଛେ ମରି

ବହୁଦିନୁ ଖୋଜି ଖୋଜି

ପାଇଛି ତୁମକୁ ଆଜି

ତୁମେ ମୋର ମନ ମୟୂରୀ ହୁଁ ,,

ତୁମେ ମୋର ମନ ମୟୂରୀ

ଭାରି ଦୁଷ୍ଟ ତୁମେ ମୋର ମନକଲ ଚୋରି

ସବୁ କିଛି ଭୁଲି ତୁମ ସାଜିଲି ମୟୂରୀ

ହଜିଗଲା ମନ ମୋର

ଶୁଣି ତୁମ ଗୀତ ସୁର

ସାଜିଲି ମୁଁ ତୁମ ମୟୂରୀ ହୋ ,,

ସାଜିଲି ମୁଁ ତୁମ ମୟୂରୀ

For Beautiful Tracks

ହସି ହସିକା ହାତ ଧରି

ଆମେ ଗଢିବା ସ୍ୱପ୍ନପୁରୀ

ଜହ୍ନ ହସିବ ଥିରି ଥିରି

ଓହୋ ଓହୋ ଓହୋ

ହୋଇ ହୋଇ ହୋଇ ,

ହସି ହସିକା ହାତ ଧରି

ଆମେ ଗଢିବା ସ୍ୱପ୍ନପୁରୀ

ଜହ୍ନ ହସିବ ଥିରି ଥିରି

ଲାଲା ଲାଲା ଲାଲା ଲା ଲା ଲା

ଆଜି ମୋତେ ମିଳିଗଲା ମୋ ମନ ମୟୂରୀ

ଛାଡିବିନି ତୁମକୁ ମୁଁ ଯିବି ପଛେ ମରି

ବହୁଦିନୁ ଖୋଜି ଖୋଜି

ପାଇଛି ତୁମକୁ ଆଜି

ସାଜିଲି ମୁଁ ତୁମ ମୟୂରୀ ହୋ ,,

ସାଜିଲି ମୁଁ ତୁମ ମୟୂରୀ

Search "RK MUSIC" in

For Beautiful Tracks

ବହେ ପବନ ଥିରି ଥିରି

ଭସେଇ ଦେବା ପ୍ରେମ ତରୀ

ଆମେ ନଯିବା କେବେ ଡରି

ହୋହୋ ହୋହୋ ହୋହୋ

ହୋଇ ହୋଇ ହୋଇ ,

ବହେ ପବନ ଥିରି ଥିରି

ଭସେଇ ଦେବା ପ୍ରେମ ତରୀ

ଆମେ ନଯିବା କେବେ ଡରି

ଲାଲା ଲାଲା ଲାଲା ଲା ଲା ଲା

ଆଜି ମୋତେ ମିଳିଗଲା ମୋ ମନ ମୟୂରୀ

ଛାଡିବିନି ତୁମକୁ ମୁଁ ଯିବି ପଛେ ମରି

ବହୁଦିନୁ ଖୋଜି ଖୋଜି

ପାଇଛି ତୁମକୁ ଆଜି

ତୁମେ ମୋର ମନ ମୟୂରୀ

ହୋ ସାଜିଲି ମୁଁ ତୁମ ମୟୂରୀ

ଭାରି ଦୁଷ୍ଟ ତୁମେ ମୋର ମନକଲ ଚୋରି

ସବୁ କିଛି ଭୁଲି ତୁମ ସାଜିଲି ମୟୂରୀ

ହଜିଗଲା ମନ ମୋର

ଶୁଣି ତୁମ ଗୀତ ସୁର

ସାଜିଲି ମୁଁ ତୁମ ମୟୂରୀ ହୋ ,,

ସାଜିଲି ମୁଁ ତୁମ ମୟୂରୀ

ସାଜିଲି ମୁଁ ତୁମ ମୟୂରୀ ହୋ ,,

ସାଜିଲି ମୁଁ ତୁମ ମୟୂରୀ

ସାଜିଲି ମୁଁ ତୁମ ମୟୂରୀ ହୋ ,,

ସାଜିଲି ମୁଁ ତୁମ ମୟୂରୀ

ଆପଣ ମାନଙ୍କ ବହୁମୂଲ୍ୟ ମତାମତ

ଅପେକ୍ଷା ରେ ଧନ୍ୟବାଦ

Mehr von Rk music/Odia/Akshaya Mohanty

Alle sehenlogo