menu-iconlogo
huatong
huatong
avatar

Pheria Pheria Sari

S Jituhuatong
serria_starhuatong
Liedtext
Aufnahmen
ନା....ରେ ନା......ରେ ଟିକେ ରହ ରେ.......।

ଚାଲି ଯାଆନା ତୁ ଏକା କରି।

ନା....ରେ ନା......ରେ ଟିକେ ରହ ରେ.......।

ଚାଲି ଯାଆନା ତୁ ଏକା କରି।

କଥା ଥିଲା.............ଫୁଲ ଶେଯ ଆମ ପାଇଁ ହବ ସଜ।

ଶୋଇଗଲୁ କେମିତି.........ମତେ ପାସୋରି।

ଫେରିଆ ଫେରିଆ ସାରି ଫେରିଆ ଫେରିଆ ସାରି।

ଫେରିଆ ଫେରି..ଆ ସା.......ରି ଫେରିଆ ଫେରିଆ ସାରି।

ତୁ ଆଉ ମୁଁ ଆମେ ତ ଥିଲେ ଗୋଟିଏ ଜୀବନ..........ଗୋଟିଏ ଜୀବନ।

ତୁ ଥୀଲୁ ମୋର ଆତ୍ମା ଆଉ ମୁଁ ଥିଲି ତୋର ପ୍ରାଣ........ଥିଲି ତୋର ପ୍ରାଣ।

ଜୀବନ ମତେ ଦେଲା ଧୋକା ତୋ ବିନା ସବୁ ଲାଗେ ଫିକା।

ଯିଁଥାଉ ଥାଉ ମୁଁ............ ଯାଇଛି ମ...........ରି।

ଫେରିଆ ଫେରିଆ ସାରି......ଫେରିଆ ଫେରିଆ ସାରି.........।

ଫେରିଆ ଫେରିଆ ସା..........ରି ଫେରିଆ ଫେରିଆ ସାରି

ଦିତୀୟ ଅନ୍ତରା ଆରମ୍ଭ-(3.45 SEC)

ସପନେ ଥିଲୁ ଜୀବନେ ଆସି ହେଲୁ ତୁ ସପନ........ ହେଲୁ ତୁ ସପନ।

ତଥାପି ଆମ ପ୍ରେମ ଅମର ଅତୁଟ ବନ୍ଧନ........ ଅତୁଟ ବନ୍ଧନ।

ବେଳେବେଳେ ମୁ ଚାହିଁ ଦେଖେ ଅଛୁ ତୁ ମୋର ପାଖେ ପାଖେ।

ବେଳେବେଳେ ଲାଗେ ତୁ..............ଯାଇଛୁ ଉଡ଼ି.....।

ଫେରିଆ ଫେରିଆ ସାରି.......ଫେରିଆ ଫେରିଆ ସାରି।

Mehr von S Jitu

Alle sehenlogo

Das könnte dir gefallen