menu-iconlogo
huatong
huatong
avatar

PREM HEI JIBA

sanju/Umahuatong
soffea1huatong
Liedtext
Aufnahmen
F- ଆଁ........

ଆଁ......

M- ଧିରେ ଧିରେ କଲେ କଲେ ରେ

F- ଲା ଲା ଲା ଲା

M-ଟିକେ ଟିକେ ହଲେ ହଲେ ରେ

F- ହୋହୋ ହୋ ହୋହୋ ହୋ

M- ତିର୍ଛି ନଜର୍ ମାରି ନାଇ ଦେଖବୁ ଲୋ

ଏତେ ପ୍ୟାର୍ ସେ ମତେ ନାଇ ଦେଖ୍ ବୁ ଲୋ

ଏତେ ପ୍ୟାର୍ ସେ ମତେ ନାଇ ଦେଖ୍ ବୁ

ପାଗ୍ଲି ତତେ ଲୋଭ୍ ହେଇଯିବା

ଫୁଲେଇ ତତେ ପ୍ରେମ୍ ହେଇଯିବା

ଓ.....ପାଗ୍ଲି ତତେ ଲୋଭ୍ ହେଇଯିବା

ଫୁଲେଇ ତତେ ପ୍ରେମ୍ ହେଇଯିବା

F- ହୋ..... ନାଇ ଦେଖେ ବୁଲୁଥିଲେ ଭି

ତତେ ଦେଖି ହେଇଯାଉଛେ

ନାଇ ଚାହେ ବଳୁଥିଲେ ଭି

ମନ୍ ତୋର୍ ଲାଗି ମାରୁଛେ

ମନ୍ କେ କିଏ ଅଟକେଇ ପାରବା

ପ୍ରେମ୍ ହେବାର୍ ଥିଲେ ହେଇ ତ ଯିବା

M- ହେ.....ପାଗ୍ଲି ତତେ ଲୋଭ୍ ହେଇଯିବା

ଫୁଲେଇ ତତେ ପ୍ରେମ୍ ହେଇଯିବା

ହୋ ପହେଲା ପିରତିର୍ ଛିଆ ତୁଇ ପାଇଛୁ

ମୋର୍ ଚେହେରା କେ ତୋର୍ ଆଖି ନେ ବସେଛୁ

ହୋ ରାତି ଚେତି ଚେତୀ ନିନ୍ଦିଆ ଭାଙ୍ଗୁଛୁ

ମୋର୍ ପାଶେ ରହି ଗୁମ୍ ସୁମ୍ ଗୁମ୍ ଶୁମ୍ ରହୁଛୁ

F- ମନ୍ କନା ଖୁଜୁଛେ ମୁଇ ବୁଝି ନାଇ ପରୁଛେ

ତୋର୍ କଥା ସୁନି ଦେଲେ ମୁଇ ଦଉଡ଼ି ଆସୁଛେ

ଅବୁଝା ମନ୍ କେ କିଏ ବୁଝାବା

ପ୍ରେମ୍ ହେବର୍ ଥିଲେ ହେଇ ତ ଯିବା

M- ହୋ.....ପାଗ୍ଲି ତତେ ଲୋଭ୍ ହେଇଯିବା

ଫୁଲେଇ ତତେ ପ୍ରେମ୍ ହେଇଯିବା

ହାଁ ଇ ସମୀୟା ତୋ ବାଟ୍ ଭୁଲେ ଦେଶୀ

କିଛି ଭଲ୍ ନାଇ ଲାଗେ ମନ୍ ତର୍ ବରାସି

ଓ.. ଇଟା ପ୍ରେମ୍ ଦୁନିଆ ପ୍ରେମ୍ ଭାଷା ଵୁଝେ

ବାଉରା ମନ୍ ଲୁକି ଲୁକି ମଧୂର୍ ହସି ହସେ

F- ତୁଇ ଯାଉଛୁ ଯେନ୍ ଆଡେ ମୋର୍ ନଜର୍ ସେ ଆଡେ

ତୋର୍ ହସି ଥି ମୋର୍ ମନ୍ ଉଛଲି ଉଡ଼ି ବୁଲେ

ଉଡଲା ମନ୍ କେ କେନୁ ଧରି ହେବା

ପ୍ରେମ୍ ହେବାର୍ ଥିଲେ ହେଇ ତ ଯିବା

M- ହୋ.....ପାଗ୍ଲି ତତେ ଲୋଭ୍ ହେଇଯିବା

ଫୁଲେଇ ତତେ ପ୍ରେମ୍ ହେଇଯିବା

ପାଗ୍ଲି ତତେ ଲୋଭ୍ ହେଇଯିବା

ଫୁଲେଇ ତତେ ପ୍ରେମ୍ ହେଇଯିବା

Mehr von sanju/Uma

Alle sehenlogo