menu-iconlogo
huatong
huatong
avatar

Kiye Kahuche Tote Athara Hela

Santanu Sahoo/Umakant Barikhuatong
pauldduncanhuatong
Liedtext
Aufnahmen
କିଏ କହୁଛେ ତତେ ଅଠର ହେଲା

(ଅଠର ହେଲା ରେ ଅଠର ହେଲା)

କିଏ କହୁଛେ ତୁଇ କୁଆଁରୀ ଲୈଲା

(କୁଆଁରୀ ଲୈଲା ରେ କୁଆଁରୀ ଲେଲା)

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

ଛଲକି ଅଣ୍ଟା ତୋର୍ ମଲକୁଥିସି

ଚାଲିଗଲେ ତୁଇ ତ ସତେ, ଚାଲିଗଲେ ତୁଇ ତ ସତେ

ମୁଡେ ଗୁଲାପ୍ ଫୁଲ୍ ମହକୁଥିସି

ବାଲେ ଖୁଚି ଥିଲେ ତ ସତେ, ବାଲେ ଖୁଚି ଥିଲେ ତ ସତେ

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

ନାଚି-ନାଚି ନଚେଇ କେତେ

ସାରା ସହର୍ ଦୁଲୁକିଲା ସତେ, ସାରା ସହର୍ ଦୁଲୁକିଲା ସତେ

ବିଦୁରାନି ଖର୍ ତୁଇ ସତେ

ଦିଲ୍ ତୋର୍ ଦେଇଦେ ମତେ, ଦିଲ୍ ତୋର୍ ଦେଇଦେ ମତେ

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

କିଏ କହୁଛେ ତତେ ଅଠର ହେଲା

(ଅଠର ହେଲା ରେ ଅଠର ହେଲା)

କିଏ କହୁଛେ ତୁଇ କୁଆଁରୀ ଲୈଲା

(କୁଆଁରୀ ଲୈଲା ରେ କୁଆଁରୀ ଲୈଲା)

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ତୋର୍ ଆଡମି-ଟିକା, ମୁହଁ-ମଲକା କହୁଚେ କଥା

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

(ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା)

(କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?)

ହଏଗୋ, ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

ହଏଗୋ ସୁନ୍ଦୁରୀ ବିଦୁସ୍ମିତା

କାଏଁ ଯେ ମଲକୁଛେ ତୋର୍ ଅଣ୍ଟା?

Mehr von Santanu Sahoo/Umakant Barik

Alle sehenlogo