menu-iconlogo
logo

Adha Ranga - From "Last Summer 2"

logo
Liedtext
ଆ, ଆ, ଆ, ଆ, ଆ...

ଆ, ଆ, ଆ, ଆ, ଆ...

ଭିଯୁଛି ଆଜି ତୋ ପ୍ରେମ ରେ ରହିଛୁ କାଇଁ ତୁ ଦୂର ରେ

ଭିଯୁଛି ଆଜି ତୋ ପ୍ରେମ ରେ ରହିଛୁ କାଇଁ ତୁ ଦୂର ରେ

ଚାହିଁ ଚାହିଁ କି ଦିନ ମୋ ସରେ ସୋଇନି ଜମା କାଲି ରାତି ରେ

ନୀଳଆଖି ରେ ଗଲି ହଜି ରେ ପାଗଳ ତୋ ପ୍ରେମ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଭିଯୁଛି ଆଜି ତୋ ପ୍ରେମ ରେ

ରହିଛୁ କାଇଁ ତୁ ଦୂର ରେ

ଭାବିଭାବି କି ଲାଜରେ ସରେ

ତୋବିନା ମୋର କେହି ନାହିଁରେ

ତୋ ସ୍ଵପ୍ନ ରେ ଗଲି ହଜି ରେ

ପାଗଳ ତୋ ପ୍ରେମ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଆ, ଆ, ଆ, ଆ, ଆ...

ଆ, ଆ, ଆ, ଆ, ଆ...

ତୁ ଥରେ କେବେ ଆ ମୋତେ ଛୁଇଁ ଜା

ମନ କଥା କହି,

ଓ ଓ ଓ.ଆଜି ବି କେତେ ଭଲ ପାଏ କହିପାରେନା

ତୁ ମୋର ଦୁନିଆ ତୁ ମୋତେ ନେଇଯା ତୋ ରଙ୍ଗେ ରଙ୍ଗେଇ

ସାଥିରେ ତୋ ବିନା କିଛି ମୁଁ ଚାହେଁନା

ହୋ ସବୁଠୁ ବେଶୀ ତୋତେ ଚାହେଁ ରେ

କାହିଁକି ଏତେ ଭଲ ପାଏ ରେ

ନୀଳଆଖି ରେ ଗଲି ହଜି ରେ ପାଗଳ ତୋ ପ୍ରେମ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଆ, ଆ, ଆ, ଆ, ଆ...

ଆ, ଆ, ଆ, ଆ, ଆ...

ତୁ ମନ ର କଥା କାଇଁ ବୁଝୁନା ସବୁ ଗଲି ହାରି

ତୁ ହି ତୋ ମୋର ଏ ଜୀବନ ର ଶେଷ ଠିକଣା

ମୁଁ ତତେ ଛାଡି କିଛି ଜାଣେନା ସବୁ ଗଲି ଭୁଲି

ହୋ ତତେ ମୁଁ ଜାଣିଗଲେସବୁ ଅଜଣା

ହଁ ଚାଲିଛି ସଦା ତୋ ବାଟରେ

ହାତ କୁ ନେଇ ତୋ ହାତ ରେ

ତୋ ସ୍ଵପ୍ନ ରେ ଗଲି ହଜି ରେ

ପାଗଳ ତୋ ପ୍ରେମ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ଏ ମନ ରେ

ହୋ ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ପ୍ରେମ ରେ ରେ

ଅଧା ରଂଗ ଅଧା ଅଧା ଅଧା ଲାଗିଗଲା ପ୍ରେମ ରେ ରେ

Adha Ranga - From "Last Summer 2" von Satyajeet Pradhan/Asad Nizam - Songtext & Covers