menu-iconlogo
huatong
huatong
sourav-bharadwaj-he-jaga-cover-image

He Jaga

Sourav Bharadwajhuatong
jeannelys1huatong
Liedtext
Aufnahmen
ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା

ଝୁଣ୍ଟିଲା ପାଦମୁଁ ତୁ ଶେଷ ଠିକଣା

ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା

ଝୁଣ୍ଟିଲା ପାଦମୁଁ ତୁ ଶେଷ ଠିକଣା

ମୁଁ ଲୋଭି ତୁ ମୋ ଓ ଓ ଲୋଭ

ମୁଁ ଗର୍ବି ତୁ ମୋ ଗର୍ବ

ରାଗି ମୁଁ ତୁମ ରାଗ

ଭୋଗିମୁଁ ତୁମ ଭୋଗ

ମୋ ଦେହରୁଜୀବନ ଫେଡି

ତୋ ଦେହରେ ଯୋଡି ଦେ

ହେଜଗା ତୋକଳା ଅନ୍ଧାର ରେ

ମୋତେ ମିଶେଏଇ ଦେଏ

ହେ~ଜଗା ତୋକଳା ଅନ୍ଧାର ରେ

ମୋତେ ମିଶେଏଇ ଦେଏ

ଆ ଆ ଆ ଆ....

ତୁ ତତେ ଗଢିଚୁ ପୁଣି ମତେ ଗଢିଚୁ

ତତେ ଅଧା ମତେ ପୁରା କ ରି ଚୁ

ମୁଁ ମାଗିଲେ ଦଉ ନମାଗିଲେ ବି ଦଉ

ଅଛିଣ୍ଡା ବନ୍ଧନ ବାନ୍ଧି ଦେଇ ଛୁ

ତୁ ସତ ତୁ ହି ମନ୍ତ୍ର

ତୁ ତିଥି ତୁ ନକ୍ଷତ୍ର

ଶୂନ୍ୟ ତୁ ତୁହି ପୂର୍ଣ୍ଣ

ବିଧିତୁ ତୁ ବିଧାନ

ମୋ ନିଶ୍ଵାସ ଧାଡ଼ି ଶେଷରେ

ପୂର୍ଣ୍ଣଚ୍ଛେଦ ଟାଣି ଦେ

ହେ~ଜଗା ତୋକଳା ଅନ୍ଧାର ରେ

ମତେ ମିଶେଏଇ ଦେଏ

ହେ~ଜଗା ତୋକଳା ଅନ୍ଧାର ରେ

ମତେ ମିଶେଏଇ ଦେଏ

ତୁ ସବୁ ଦେଖୁଚୁ ହେଲେ କିଛି କହୁନୁ

ନିଜେ ବସି ମତେ ବାଟ କଢ଼ାଉଚୁ

(ହୋ ଓ ଓ )

ତୁ ମନ୍ଦିରେ ଥାଉ ପୁଣି ମନରେ ଥାଉ

ମାୟାର ଖେଳରେ ଜିତିଚାଲିଚୁ

ତୁ ବିନ୍ଦୁ ତୁହି ବୃତ୍ତ

ତୁ ସ୍ଵପ୍ନ ତୁହି ସତ

ଲେଖାତୁ ତୁଲେଖକ

ଜାତିତୁ ତୁଜାତକ

ମୋ ହାତରୁ ଆୟୁଷ ଗାର

ତୋ ହାତ ରେ ପୋଛି ଦେ

ହେ ଜଗା ତୋକଳା ଅନ୍ଧାରରେ

ମତେ ମିଶେଏଇ ଦେ

ହେ ଜଗା ତୋକଳା ଅନ୍ଧାରରେ

ମତେ ମିଶେଏଇ ଦେ

ସମାପ୍ତ

Mehr von Sourav Bharadwaj

Alle sehenlogo