menu-iconlogo
huatong
huatong
avatar

SA RA RA SILLI SILLI

Sourin Bhatt/Nibeditahuatong
sabertooth_21huatong
Liedtext
Aufnahmen
RK MUSIC PRESENCE

ସାରା ରା

ସାରା ରା

ସିଲି ସିଲି

ସିଲି ସିଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

ମୁଁ ପଢି ଦେଲି ପଢି ଦେଲି

ତୋ ମନ କଥା ପଢି ଦେଲି

ପଢୁ ପଢୁ ଭଲ ପାଇଗଲି

ପାଇଗଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

ମୋ ବାଟରେ ମୁଁ ଯାଉଥିଲି

ମୁଁ ତତେ ଦେଖି ରହିଗଲି

ଦେଖୁ ଦେଖୁ ମନ ଦେଇଦେଲି

ଦେଇଦେଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

Its RK MUSIC CREATION

Search in " RK MUSIC"

ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ

ଆଖି ଦୁଇ ପକ୍ଷୀ ମୋର ଉଡି ଗଲେ ଦୂରକୁ

ଦୂରେ ଦୂରେ ଖୋଜି ଖୋଜି ପାଇଗଲି ଜଣକୁ

ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ

ମୁଁ ଛୁଇଁଦେଲି ଛୁଇଁଦେଲି

ତୋ ମନକୁ ମୁଁ ଛୁଇଁଦେଲି

ଛତି ତଳେ ତୋର ଘର କଲି

ଘର କଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି

ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି

ଆଖି କଥା ଆଖି ବୁଝେ ମନ ଜାଣି ହୁଏନା

ଅଧାକଥା ବୁଝିହୁଏ ଅଧା ବୁଝି ହୁଏନା

ମୋ ନିଦକୁ ମୁଁ ହଜେଇଲି

ମୋ ସପନ ମୁଁ ସଜେଇଲି

ନୂଆ ଦୁନିଆଁ ରେ ପାଦ ଦେଲି

ପାଦ ଦେଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

ମୁଁ ପଢି ଦେଲି ପଢି ଦେଲି

ତୋ ମନ କଥା ପଢି ଦେଲି

ପଢୁ ପଢୁ ଭଲ ପାଇଗଲି

ପାଇଗଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

ସାରା ରା ସାରା ରା ସିଲି ସିଲି

Thanks Friends

Stay tuned for more Updates

Mehr von Sourin Bhatt/Nibedita

Alle sehenlogo

Das könnte dir gefallen

SA RA RA SILLI SILLI von Sourin Bhatt/Nibedita - Songtext & Covers